ଗଛକୁ ପିଟିଲା ବାଇକ : ୩ ଗୁରୁତର
ଢେଙ୍କାନାଳ, (କେପିଏନ୍ଏସ୍) : ଡଙ୍ଗାପାଳ ଛକ ପୁର୍ବରୁ ଏକ ଶାଳ ଗଛରେ ବାଇକ ପିଟି ହୋଇ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୩ ଜଣ ହେଲେ କଙ୍କଡାହାଡ ଥାନା ଡଙ୍ଗାପାଳ ଗ୍ରାମର କିର୍ତିରାଜ ପାତ୍ର, ଜୟପାଲ ମୁଣ୍ଡା ଓ ଡିହଯୋଡି ସାହିର କୃପାସିନ୍ଧୁ ପାତ୍ର । ଏକ ବାଇକ ଯୋଗେ ୩ ଜଣ!-->…
Read More...
Read More...