ମୈତ୍ରେୟୀ ଲେଖିକା ସଂଗଠନର ଅଷ୍ଟାଦଶ ମାସିକ ଆସର ଆଭାସୀ ମଞ୍ଚରେ ଅନୁଷ୍ଠିତ
ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଂଗଠନର ଅଷ୍ଟାଦଶ ମାସିକ ଆସର ଗତକାଲି ଆଭାସୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଷୟ ବସ୍ତୁ ଥିଲା "ସନେଟ୍ ଏକ ଅନନ୍ୟ କାବ୍ୟ ବିଭବ" । ଆସରର ମୁଖ୍ୟଅତିଥି ରୂପେ ସନେଟ୍ ଲେଖିବାରେ ଧୂରୀଣ ଇଂ ବିଷ୍ଣୁ ସାହୁ ଯୋଗଦେଇ ଓଡ଼ିଶାର ସନେଟ୍ ଇତିହାସ ଉପରେ!-->…
Read More...
Read More...