Yearly Archives

2023

ଓଲଟିପଡିଲା ଇନ୍ଦ୍ରାଣୀ ବସ୍‌, ଏକାଧିକ ଯାତ୍ରୀ ଗୁରୁତର

ବେତନଟୀ : ୧୮ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଇନ୍ଦ୍ରାଣୀ ନାମକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ବସ୍ ଚକ ଫାଟିବା କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ
Read More...

ରୋଷେଇ କରୁଥିବା ବେଳେ ପୋଡି ହୋଇ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ ଅନ୍ତର୍ଗତ ମିଶନ କମ୍ପାଉଣ୍ଡରେ ଜଣେ ମହିଳା ରୋଷେଇ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଭୀମ ସୁନାଙ୍କ ସ୍ତ୍ରୀ ଭାନୁ ସୁନା । ସୂଚନା ଅନୁସାରେ ସେ ଆଜି
Read More...

ଓସ୍କାର ୨୦୨୩ : ‘RRR’ର ‘ନାଟୁ ନାଟୁ’କୁ ମିଳିଲା ବେଷ୍ଟ ଅରିଜିନାଲ୍‌ ସଙ୍ଗ୍‌ ଆୱାର୍ଡ

ନୂଆଦିଲ୍ଲୀ : ୯୫ତମ ଏକାଡେମୀ ପୁରସ୍କାରରେ ଏଥର ଓସ୍କାର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 'RRR' ଚଳଚ୍ଚିତ୍ରର 'ନାଟୁ ନାଟୁ' ଗୀତ ଓସ୍କାର ୨୦୨୩ରେ 'ବେଷ୍ଟ ଅରିଜିନାଲ ସଙ୍ଗ୍‌ କାଟାଗୋରୀରେ ସମ୍ମାନିତ ହୋଇଛି । ଏଥିସହିତ ଓସ୍କାରରେ ଭାରତ ଦ୍ୱିତୀୟ ପୁରସ୍କାର ହାସଲ କରିଛି । ପ୍ରଥମ
Read More...

ଜଳିଗଲା ଚଳନ୍ତା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍

ଢେଙ୍କାନାଳ, (କେପିଏନ୍‌ଏସ୍‌) : ହୁ ହୁ ହୋଇ ଜଳିଗଲା ଟ୍ରଲର । ୫୫ ନଂ ଜାତୀୟ ରାଜପଥର ମୋଟଙ୍ଗା ଥାନା ଅନ୍ତର୍ଗତ ଗୁନଦେଇ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫଳରେ ପ୍ରାୟ ୧ ଘଣ୍ଟା ଧରି ଠପ୍ ହୋଇଛି ଗାଡ଼ି ଚଳାଚଳ । ସର୍ଟସର୍କିଟ୍ ଯୋଗୁଁ ଟ୍ରଲରଟି ଜଳି ଯାଇଥିବା ସନ୍ଦେହ
Read More...

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କଲା ରାଜ୍ୟ ପୂର୍ବତନ ସୈନିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛି ରାଜ୍ୟ ପୂର୍ବତନ ସୈନିକ ସଂଘ । କେନ୍ଦ୍ର ସରକାରଙ୍କ ପୂର୍ବତନ ସୈନିକମାନଙ୍କ ପ୍ରତି ବୈମାତୃକ ମନୋଭାବ ଓ ଅଧିକାରୀମାନଙ୍କ କୋହଳ ମନୋଭାବ ପ୍ରତିବାଦରେ ଭୁବନେଶ୍ୱରରେ ଗତକାଲି ଓଡିଶାର ସମସ୍ତ ଜିଲ୍ଲାରୁ
Read More...

ହଳଦୀଗୁଣ୍ଡ ପ୍ରୋସେସିଂ ୟୁନିଟ୍‌ ଉଦ୍‌ଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ୍‌ର ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ସମଲେଇଚୁଆଁ ପଞ୍ଚାୟତର ଜୟ ମା’ଦୁର୍ଗା ଏସ୍‌ଏଚ୍‌ଜି ଓ ବନ୍ଧପାଲି ଗ୍ରାମ ପଞ୍ଚାୟତ ସିଆଲବାହାଲି ଠାରେ ଦୀପ ହଳଦୀଗୁଣ୍ଡ ପ୍ରୋସେସିଂ ୟୁନିଟ୍‌ ଉଦ୍‌ଘାଟିତ
Read More...

କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୈଠକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ବ୍ଲକ କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି ସୁମନ୍ତ ଦାସଙ୍କ ସଭାପତିତ୍ୱରେ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଣ୍ଡାପଡାର ପୂର୍ବ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ସନ୍ତୋଷ ଦାସ, ଅବସରପ୍ରାପ୍ତ
Read More...

ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା’ଙ୍କ ପରଲୋକ

ମୁମ୍ବାଇ : ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା' ଶ୍ରୀମତୀ ସ୍ନେହଲତା ଦୀକ୍ଷିତଙ୍କ ରବିବାର ସକାଳେ ପରଲୋକ ହୋଇଯାଇଛି । ବୟାସଧିକ ଯୋଗୁଁ ଘରେ ତାଙ୍କର ସ୍ୱାଭାବିକ ଭାବେ ପରଲୋକ ହୋଇଛି । ଅପରାହ୍ନରେ ମୁମ୍ବାଇର ବୈକୁଣ୍ଠ ଧାମରେ ଶେଷକୃତ ସମ୍ପନ୍ନ ହୋଇଛି । ମାଧୁରୀ ଦୀକ୍ଷିତ ନିଜେ ଏହି ଦୁଃଖ
Read More...

ପୁଲିସର ଜନସମ୍ପର୍କ ଶିବିର

ଲାଠୋର, (ଅଶୋକ ବାଗ) : ଲାଠୋର ଥାନା ବେନ୍ଦେର ଗାଁର ହାଇସ୍କୁଲ ଖେଳପଡିଆଠାରେ ଶନିବାର ପୁଲିସ ଓ ବଲାଙ୍ଗିର ୟୁଥ୍‌ ବ୍ଲଡ ଡୋନର ଗୃପର ମିଳିତ ଆନୁକୂଲ୍ୟରେ ଜନସମ୍ପର୍କ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରତିନିଧି ତେଜୁ ମାଝୀ, ଥାନା ଅଧିକାରୀ ଝସକେତନ ଭୋଇ
Read More...

କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି…

ବେଙ୍ଗାଲୁରୁ–ମହୀଶୂର ଏକ୍ସପ୍ରେସୱେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତିମହୀଶୂର - କୁଶାଲନଗର ୪ ଲେନ ବିଶିଷ୍ଟ ରାଜପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି“ଗତକାଲି କର୍ଣ୍ଣାଟକ ଠାରେ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ସଡକ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ସମଗ୍ର ରାଜ୍ୟରେ ସଂଯୋଗକୁ
Read More...