pakka

ପୁଲିସର ଜନସମ୍ପର୍କ ଶିବିର

bbehera

ଲାଠୋର, (ଅଶୋକ ବାଗ) : ଲାଠୋର ଥାନା ବେନ୍ଦେର ଗାଁର ହାଇସ୍କୁଲ ଖେଳପଡିଆଠାରେ ଶନିବାର ପୁଲିସ ଓ ବଲାଙ୍ଗିର ୟୁଥ୍‌ ବ୍ଲଡ ଡୋନର ଗୃପର ମିଳିତ ଆନୁକୂଲ୍ୟରେ ଜନସମ୍ପର୍କ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରତିନିଧି ତେଜୁ ମାଝୀ, ଥାନା ଅଧିକାରୀ ଝସକେତନ ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ । ଶିବିରରେ ୪୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୨୮ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ପଠାଯାଇଛି । ଖପ୍ରାଖୋଲ ଡ. ମିନତି ହେମ୍ବ୍ରମ୍‌, ଏସ୍‌ଆଇ ଦେବାର୍ଚ୍ଚନ ମିର୍ଦ୍ଧା, ନାଏବ ସରପଞ୍ଚ ମଧୁ ପ୍ରଧାନଙ୍କ ସହ ୟୁଥ ବ୍ଲଡ ଡୋନର ଗୃପର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

1 × three =