pakka

ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା’ଙ୍କ ପରଲୋକ

ମୁମ୍ବାଇ : ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା’ ଶ୍ରୀମତୀ ସ୍ନେହଲତା ଦୀକ୍ଷିତଙ୍କ ରବିବାର ସକାଳେ ପରଲୋକ ହୋଇଯାଇଛି । ବୟାସଧିକ ଯୋଗୁଁ ଘରେ ତାଙ୍କର ସ୍ୱାଭାବିକ ଭାବେ ପରଲୋକ ହୋଇଛି । ଅପରାହ୍ନରେ ମୁମ୍ବାଇର ବୈକୁଣ୍ଠ ଧାମରେ ଶେଷକୃତ ସମ୍ପନ୍ନ ହୋଇଛି । ମାଧୁରୀ ଦୀକ୍ଷିତ ନିଜେ ଏହି ଦୁଃଖ ଖବର ସେୟାର କରିଛନ୍ତି । ଏହି ଖବର ପାଇ ଅନେକ ନିର୍ମାତା, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତାଙ୍କ ବାସଭବନକୁ ଯାଇ ମା’ଙ୍କ ଶେଷ ଦର୍ଶନ କରିଥିଲେ ।

Leave A Reply

Your email address will not be published.

6 + 7 =