Yearly Archives

2023

ସିକୁଆଁ ସରପଞ୍ଚଙ୍କ ଜେଜେ ମା’ଙ୍କ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସିକୁଆଁ ଗାଁର ମହିଳା ବେଟିଖାଇ ଭୋଇ (୯୨)ଙ୍କ ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ସମୟରେ ୨ପୁଅ ଯୁଗଳ କିଶୋର, ବିଭୂତି,
Read More...

ଜାଗା ମିଶନର ସମୀକ୍ଷା କଲେ ବିଧାୟକ ଓ ଜାଗା ମିଶନ ଉପଦେଷ୍ଟା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜାଗା ମିଶନ ଉପଦେଷ୍ଟା ଶ୍ୱାସତୀ ମିଶ୍ର ଗୁରୁବାର ଗଞ୍ଜାମ ଏନ୍‌ଏସି ଗସ୍ତରେ ଆସି ବଜାର ଗୋରଡା ହରିଜନ ସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ଜାଗା ମିଶନର ସମୀକ୍ଷା
Read More...

କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ବିଧାୟକଙ୍କ ଦାମୋଦରପୁର ଗ୍ରାମ ପରିଦର୍ଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଦାମୋଦରପୁର ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଦାମୋଦର ପୁର ଗ୍ରାମରେ ପହଞ୍ଚି ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି । ଗ୍ରାମରେ
Read More...

ମହାଦେବ ଶିବ ଓ ମାତା ପାର୍ବତୀଙ୍କ ପାଟୁଆରରେ ଦୁଲୁକିଲା ଗାଁ ଦାଣ୍ଡ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ବାବା ବିଶ୍ୱନାଥ ଓ ଦାମୋଦରପୁର ଗ୍ରାମରେ ବିଜେ ବାବା ଆଖଣ୍ଡଳମଣିଙ୍କ ଶୈବାପୀଠରେ ମହାଦେବ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଦେବ ଦମ୍ପତ୍ତିଙ୍କ ବିବାହ ଶୋଭାଯାତ୍ରା ମହାଆଡମ୍ବର
Read More...

ମହିଳା ସ୍ୱାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣା ପାଇବେ ଚଳିତ ବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା ଚଳିତ ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଭାରତୀୟ ନର୍ସିଂ କାଉନ୍ସିଲର ଯୁଗ୍ମ ସଚିବ ଏ
Read More...

ଛତ୍ରପୁର ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବବିବାହ ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ବିଧିବଦ୍ଧ ଭାବେ ଦେବଦେବ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ବିବାହ ଦୁଇଦିନ ଧରି ମହାସମାରୋହରେ ଯଥାରୀତିରେ ପାଳିତ ହୋଇଯାଇଛି । ଦିଅଁଙ୍କ ବିବାହ ଉତ୍ସବ,
Read More...

ବିଟ୍ଟୁଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀରେ ଥାନା ଘେରିଲେ ଗେଟ୍‌ସରୋବରପଡ଼ାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀଙ୍କ ହତ୍ୟାକାରୀମାନଙ୍କୁ ଗିରଫ୍‌ କରିବା ସହ ବଲାଙ୍ଗିର ସହରରେ ବେଆଇନ କଫ୍‌ ସିରପ୍‌ ତଥା ନିଶା କାରବାର ବନ୍ଦ କରିବା ଦାବୀରେ ଆଜି ଗେଟ୍‌ସରୋବରପଡ଼ାର ଜନସାଧାରଣ ବଲାଙ୍ଗିର ଟାଉନ୍‌ ଥାନା ଘେରାଓ କରିଥିବା ଦେଖିବାକୁ ମିଳିଛି
Read More...

ନରସିଂହଙ୍କ ପ୍ରସ୍ତାବିତ ବିଭିନ୍ନ ଗ୍ରାମ୍ୟ ରାସ୍ତା ହେଲା ଅନୁମୋଦନ

ଉନ୍ନତ ଗମନା ଗମନ ଲୋକଙ୍କ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ - ବିଧାୟକ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ପ୍ରସ୍ତାବିତ ରାସ୍ତା ଗୁଡିକ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଅନୁମୋଦନ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ନିଜ
Read More...

ଚକନିପଦର ଗାଁରେ ପାଣି ଚିନ୍ତା : ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଲୋକଙ୍କୁ ମିଳିଲା ପାଣି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଚକନିପଦର ଗାଁରେ ଦୀର୍ଘ ବର୍ଷ ହେବ ପାଣି ସମସ୍ୟାକୁ ନେଇ ଗତ କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ
Read More...

ଜିଲ୍ଲା ନୋଡାଲ ସଚିବ ତଥା ଇପିକଲ ପରିଚାଳନା ନିର୍ଦେଶକ ଭୂପିନ୍ଦ୍ର ସିଂ ପୁନିଆଁଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ତଥା ଇପିକଲ ପରିଚାଳନା ନିର୍ଦେଶକ ଭୂପିନ୍ଦ୍ର ସିଂ ପୁନିଆଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି । ସେ ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲୁଥିବା ସରକାରଙ୍କ ଜନ କଲ୍ୟାଣ
Read More...