Yearly Archives

2023

ରୋଟାରୀ କ୍ଳବ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ରୋଗୀଙ୍କୁ ଔଷଧ ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ର ପ୍ରଦେଶର ମଙ୍ଗଳାପାଲେୟମ୍‌ର ଶ୍ରୀଗୁରୁଦେବ ଚାରିଟେବଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ତଥା ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍ ସହାୟତାରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
Read More...

ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ଦାବୀ ନେଇ ସ୍ମାରକପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ଓ ଜିଲ୍ଲା ସଂଘର ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକ ପକ୍ଷରୁ ତିନି ଦଫା ଦାବୀ ରାଜ୍ୟ ମୁଖ୍ୟାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଗଞ୍ଜାମ ବ୍ଲକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ
Read More...

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ସେ ବଲାଙ୍ଗିର ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଆଲୋକ କୁମାର ନାୟକଙ୍କୁ ଦାୟିତ୍ଵ ହସ୍ତାନ୍ତର
Read More...

ନବବଧୂ ମୃତ୍ୟୁ ଘଟଣା : ଜେଲ ଗଲେ ସ୍ୱାମୀ, ଶ୍ୱଶୁର ଓ ଶାଶୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିବାହର ତିନି ମାସ ନ ପୂରୁଣୁ ଶାଶୁ ଘର ଲୋକେ ଦେଇଥିଲେ ଯୌତୁକ ନିର୍ୟ୍ୟାତନା । ନିର୍ଯ୍ୟାତନା ସହ୍ୟ କରି ନପାରି ଶେଷରେ ବିଷ ପିଇ ଜୀବନ ହାରିଥିଲେ ନବବଧୂ । ଏନେଇ ଝିଅର ବାପ ଘର ପକ୍ଷରୁ ହୁମା ଫାଣ୍ଡିରେ ଏତଲା ଦେଆଯାଇଥିଲା । ଉକ୍ତ ଘଟଣାରେ ସ୍ୱାମୀ
Read More...

ସାଲେଭଟାରେ ୨୦ତମ ଜ୍ଞାନ ବିଜ୍ଞାନ ମେଳା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ୨୦ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ବିଦ୍ୟା ମନ୍ଦିର ପରିଚାଳନା ସମିତି କୋଷାଧ୍ୟକ୍ଷ ଅରବିନ୍ଦ ସତପଥି ପ୍ରଦୀପ ପ୍ରଜ୍ୱଳନ ପ୍ରୂର୍ବକ ପୂଜା
Read More...

ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଆତ୍ମରକ୍ଷା କୌଶଳ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ଉଦ୍ୟମ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ବ୍ୟାସ ଭବନ ପରିସରରେ ଏକ ସମୟୋପଯୋଗୀ ତଥା ଉପାଦେୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସ ପୌରୋହିତ୍ୟତା
Read More...

ଲେଡିଲାୟନ ତରଫରୁ କିଶୋର କୁମାର ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ମହିଳା ସଂଗଠନ ଲେଡି ଲାୟନ ତରଫରୁ ରାଉରକେଲା କ୍ଲବଠାରେ କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ୯୪ତମ ଜୟନ୍ତୀ ପାଳନ ସହିତ ସେ କଣ୍ଠଦାନ କରିଥିବା ଗୀତ ଗୁଡିକ ଗାୟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ ଓ ସାଧାରଣ
Read More...

ବରଗଡର ମହିଳା ମହା ବିଦ୍ୟାଳୟ ପାର୍ବତୀ ଗିରିଙ୍କ ନାମରେ ନାମିତ

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନର ଅପେକ୍ଷାର ଅବସ୍ଥାନ ଘଟି ୧୯୭୮ ମସିହାରେ ପ୍ରତିଷ୍ଠିତ ମହିଳା ମହା ବିଦ୍ୟାଳୟକୁ ପାର୍ବତୀ ଗିରି ମହିଳା ମହା ବିଦ୍ୟାଳୟ ନାମରେ ନାମିତ କରାଯାଇଛି । ଗତ ମାର୍ଚ୍ଚ ୯ ତାରିଖରେ ବରଗଡର ମହିଳା ସମିତି ମହିଳା ମହା ବିଦ୍ୟାଳୟକୁ ପାର୍ବତୀ ଗିରିଙ୍କ
Read More...

କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସ ଜୀ

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ଯେତେବେଳେ ଆମେ ଶ୍ରୀ ମଦନ ଦାସ ଦେବୀ ଜୀଙ୍କୁ ହରାଇଥିଲୁ, ସେତେବେଳେ ମୋ ସମେତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ମଦନ ଦାସ ଜୀଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆଉ ଆମ ଗହଣରେ ନାହାନ୍ତି, ଏଭଳି ବିଶ୍ୱାସ
Read More...

ଆଇଆର୍‌ଇଏଲ୍ (ଇଣ୍ଡିଆ) ସୌଜନ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍(ଇଣ୍ଡିଆ) ସୌଜନ୍ୟରେ ପରିବେଶ ସୁରକ୍ଷା, ସୁସ୍ଥ-ପରିବେଶ, ସ୍ୱଚ୍ଛ-ପରିବେଶ ଉପରେ ଶନିବାର ଛତ୍ରପୁରର ମହିଳା ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ନେଇ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବଞ୍ଚି ରହିବାକୁ ହେଲେ
Read More...