Daily Archives

ବଲାଙ୍ଗିର ଶାନ୍ତିପଡାରେ ଘରେ ପଶି ମରଣାନ୍ତକ ଆକ୍ରମଣ, ଛୋଟ ଶିଶୁ ସହିତ ତିନି ଗୁରୁତର

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଥିବା ବେଳେ ଆଜି ପୁଣି ସହରର ଶାନ୍ତିପଡ଼ା ସ୍ଥିତ ପଞ୍ଜାବୀ ଗଳି (ଖର୍ସେଲପଡା ରାସ୍ତା)ରେ ରହୁଥିବା ସୁଶିଲ ମେହେରଙ୍କ ଘରେ ପଶି କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଏହି
Read More...

ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ପରିମାଣର ବେଆଇନ ଗଞ୍ଜେଇ ଚାଷ ହୋଇଥିବାରୁ ଏହି ଚାଷକୁ ନଷ୍ଟ କରିବା ପାଇଁ ଏସ୍‌ପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ସବୁଜ ଜହର ବିଭିନ୍ନ ଥାନା ପକ୍ଷରୁ ଆରମ୍ଭ ହୋଇଯାଇଛି । କାଲିମେଳା
Read More...

ବ୍ରାଉନସୁଗାର ସହ ଅଟୋ ଜବତ, ୧ ଗିରଫ

ପୁରୀ : କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ସିନେମା ହଲ୍‌ ଛକରେ ଚଢାଉ କରି ୧୫୦ ଗ୍ରାମ ବ୍ରାଉନସୁଗାର ସହ ଏକ ଅଟୋକୁ ଜବତ କରିଥିବା ସୂଚନା ମିଳିଛି । ଏଥିସହ କଟକ ଜିଲ୍ଲା ନିଆଳୀ ନଲଟାପରି ଗ୍ରାମର
Read More...

ଆଦର୍ଶ ଶିକ୍ଷକ ତଥା ବରିଷ୍ଠ କଳାକାର ଖୁସିରାମ ଚାଉଲିଆଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ନିବାସୀ ଖୁସିରାମ ଚାଉଲିଆ(୫୯)ଙ୍କ ଗତକାଲି ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ଜଣେ ଶିକ୍ଷକ ବନ୍ଧୁଙ୍କ ଶେଷଯାତ୍ରାରେ ସାମିଲ୍‌ ହୋଇ ଫେରିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ଫଳରେ ତଳେ ପଡିଯାଇଥିଲେ । ଗ୍ରାମବାସୀଙ୍କ ସହଯୋଗରେ
Read More...

ଆବାସ ଯୋଜନାରେ ବ୍ୟାପକ ଅନୀୟମିତତା ନେଇ ଜନକଲ୍ୟାଣ ମଂଚ ପକ୍ଷରୁ ଡେଲାଙ୍ଗ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନୀୟମିତତା ଓ ଫନି ଦୁର୍ନୀତି ନେଇ ଜନକଲ୍ୟାଣ ମଂଚ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଡେଲାଙ୍ଗ ରାମଚନ୍ଦ୍ରପୁର ଛକରୁ ବାହାରି ଡେଲାଙ୍ଗ ହାଟ ଦେଇ ରାଜ୍ୟ
Read More...

ବଦଳିଲେ ଝାରସୁଗୁଡ଼ା ଏସ୍‌ପିଙ୍କ ସହ ବ୍ରଜରାଜନଗର ଏସ୍‌ଡିପିଓ

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସ୍‌ଆଇ ହତ୍ୟା କରିବା ମାମଲାରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ହତ୍ୟାକାରୀ ଏଏସ୍‌ଆ ଗୋପାଳ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଆଜି ବଦଳିଛନ୍ତି ଝାରସୁଗୁଡ଼ା ଏସ୍‌ପିଙ୍କ ସହ ବ୍ରଜରାଜନଗର
Read More...

ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ, ଅଭିଯୁକ୍ତ ଭିଣୋଇକୁ ଗିରଫ କଲା ପାଟଣାଗଡ ପୋଲିସ

ପାଟଣାଗଡ, (କେପିଏନ୍‌ଏସ୍‌) : ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ । ତେବେ ଅଭିଯୁକ୍ତ ଭିଣୋଇକୁ ଗିରଫ କଲା ସ୍ଥାନୀୟ ପୋଲିସ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଗଙ୍ଗାସାଗର ଗ୍ରାମ ପଂଚାୟ ଠାରେ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଗାଧୋଇବା ସମୟରେ ତାଙ୍କ ଭିଣୋଇ ତାଙ୍କ
Read More...

ବକେୟା ବେତନ ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମଲମୁଣ୍ଡା ଗ୍ରାମର ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨ ବର୍ଷ ହେବ ବଲାଙ୍ଗିର ପୌରାଂଚଳ ଅଧିନରେ କାମ କରୁଛନ୍ତି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ମଲମୁଣ୍ଡା ଗ୍ରାମର ଆନନ୍ଦିନୀ କୁମ୍ଭାର । ହେଲେ ଦୀର୍ଘ ୭ ମାସରୁ ଅଧିକ ହେବ ତାଙ୍କ ଦରମା ପାଇ ନାହାନ୍ତି । ତେବେ ଏଥିପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ
Read More...

କଲେଜ ଛକଠାରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଲେଜ ଛକଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଥିବା ନେଇ ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବୁଢୀସିନ୍‌ଢୋଲ ଗ୍ରାମର ନିବାସୀ ଯୁବରାଜ କରଣ
Read More...

ଜିଲ୍ଲାସ୍ତରୀୟ ସ୍ଵାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ଵାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଏହି ଅବସରରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ କାର୍ଯ୍ୟକାରୀ
Read More...
error: Content is protected !!