Daily Archives

ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଧାରଣତନ୍ତ୍ର ଦିବସରେ ସଂପର୍ଣ୍ଣା ପରିବାର ତରଫରୁ ମାଲପଡା ସ୍ଥିତ ଅଫିସ ପ୍ରାଙ୍ଗଣରେ ପତାକା ଉତ୍ତୋଳନ କରାଯାଇଥିଲା । ସମାଜସେବୀ ସୁଚିତ୍ରା ଚାନ୍ଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।
Read More...

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଗାମୀ ୩୦ ଓ ୩୧ ଦୁଇଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌ ବାତିଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଗାମୀ ଜାନୁଆରୀ ୩୦ ଓ ୩୧ ତାରିଖ ଦିନ ଡାକରା ଦିଆଯାଇଥିବା ବ୍ୟାଙ୍କ ଷ୍ଟ୍ରାଇକ୍‌ ବାତିଲ ହୋଇଥିବା ସୂଚନା ମିଳିଛି । ତେବେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ରଖାଯାଇଥିବା ଦାବୀ
Read More...

ବେଲପଡ଼ା ବିଡ଼ିଓଙ୍କୁ ଅସମ୍ମାନ ପ୍ରଦର୍ଶନ ଆରୋପ କରି ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନଙ୍କ ଗିରଫ ଦାବୀ କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଲପଡ଼ା ବ୍ଲକ ବିଡ଼ିଓଙ୍କୁ ଅସମ୍ମାନ ପ୍ରଦର୍ଶନ ଆରୋପ କରି ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନଙ୍କ ଗିରଫ ଦାବୀ କରିଛି ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ । ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷ
Read More...

“ଘରେ ଘରେ ପୁଷ୍ଟି” ପ୍ରୟାସ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ଅପପୁଷ୍ଟି ଓ କୁପୋଷଣକୁ ରୋକିବା ନେଇ ରାଜ୍ୟ ସରକାର ଏକ ନୃତନ ଯୋଜନା ପ୍ରଣୟନ କରିଛନ୍ତି । ଯାହାକୁ ନେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଧେଶ ଅନୁଯାୟୀ ଉଦ୍ୟାନକୃଷି ବିଭାଗ ପକ୍ଷରୁ ରାଜ୍ୟ ବିଭିନ୍ନ ବ୍ଲକରେ ଘରେ ଘରେ ପୁଷ୍ଟି ପ୍ରୟାସ
Read More...

ତୁଷ୍ଟାପାଲିରେ ରକ୍ତଦାନ ଶିବିର ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଲି ଗାଁରେ ଜୟ ମା' ବସ୍ତ୍ରେନ କ୍ଲବ ଓ କରମତଲା ଯୁବ ଗୋଷ୍ଠୀ ଆନୁକୂଲ୍ୟରେ ଏବଂ ଓଡିଶା ରକ୍ତଦାତା ସଂଘ ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ
Read More...

ସ୍ୱଧାର ଗୃହର ନୂତନ କୋଠାକୁ ଉଦ୍‌ଘାଟନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଧାର ଗୃହ (ଶକ୍ତି ସଦନ) କାର୍ଯ୍ୟକାରୀ ସଂସ୍ଥା ପଲ୍ଲୀ ନିକେତନ ଦ୍ୱାରା ନିର୍ମିତ ନୂତନ କୋଠାର ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଶାଖା ଓ ପଲ୍ଲୀ ନିକେତନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ତଲାଲ ଦୀପଙ୍କ
Read More...

ଭାଲେର ପ୍ରାଥମିକ କୃଷି ସମବାୟ ସମିତିଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଲେର ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ସତ୍ୟପୀର ପାତ୍ର, ଭାଗ୍ୟ ବଗର୍ତ୍ତୀ, ଅରୂପ ସାହୁ, ରଙ୍ଗଧର ନାଏକ, ମନୋଜ କୁମାର ନାଏକ, ନୂରୂପ ନାଏକ,
Read More...

ଯାଦବ ବୁଦ୍ଧିଜୀବୀ ମଂଚ ଦ୍ୱାରା ଶରତ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କଂଟାବାଂଜି, (ଗୁରୁଦୟାଲ ହଂସ) : ମଣ୍ଡଳ କମିଶନର ପ୍ରଣେତା, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଶରତ ଯାଦବଙ୍କ ବିୟୋଗରେ ଯାଦବ ବୁଦ୍ଧିଜୀବୀ ମଂଚଦ୍ୱାରା ଗୁରୁବାର ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ଯାଦବ କର୍ମୀ ଘନଶ୍ୟାମ
Read More...

ମାଟି କନ୍ୟା ସମ୍ମାନ ପାଇଲେ କବୀ ବନଶ୍ରୀ ଦାଶ

ମ.ରାମପୁର, (ହେମନ୍ତ ସାହୁ) : ମାଟିର ସ୍ୱର ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ମୁଠି ଚାଉଳ ମହୋତ୍ସବ ଦଶପଲ୍ଲାଠାରେ ମାଟି କନ୍ୟା ସମ୍ମାନ ପାଇଲେ କଳାହାଣ୍ଡିର କବୟିତ୍ରୀ ବନଶ୍ରୀ ଦାଶ । ଆୟୋଜିତ ଉତ୍ସବରେ ଉଦ୍‌ଘାଟିକା ପଦ୍ମଶ୍ରୀ ସାବର୍ ମତି ଏହି ସମ୍ମାନ ପ୍ରଦାନ କରିଥିବା ବେଳେ ଡ. ସରୋଜ
Read More...

ମିଡିଆ କ୍ଲବ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡିଆ କ୍ଲବ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମିଡିଆ କ୍ଲବର ଉପସଭାପତି ନିରଞ୍ଜନ ଦାସ ଓ ସଂପାଦକ ବିବେକାନନ୍ଦ ଦାସଙ୍କ ଆବାହକତ୍ୱରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା
Read More...