csstore

ଭାଲେର ପ୍ରାଥମିକ କୃଷି ସମବାୟ ସମିତିଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଲେର ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ସତ୍ୟପୀର ପାତ୍ର, ଭାଗ୍ୟ ବଗର୍ତ୍ତୀ, ଅରୂପ ସାହୁ, ରଙ୍ଗଧର ନାଏକ, ମନୋଜ କୁମାର ନାଏକ, ନୂରୂପ ନାଏକ, ବ୍ରହ୍ମା ନାଏକ, ସାଇ ସୁନ୍ଦର ଦାସ ବଗର୍ତ୍ତୀ ଏବଂ ଅନ୍ୟ ଷ୍ଟାଫମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରି ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।

jayashree
Leave A Reply

Your email address will not be published.