୨୮ତମ ରାଜ୍ୟସ୍ତରୀୟ ଉସୁ ଚାମ୍ପିଅନସିପ୍ରେ ପୁରୀ ଜିଲ୍ଲାକୁ ମିଳିଲା ବଡ଼ ସଫଳତା
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ୱର, ପୂମା ସ୍ପୋର୍ଟସ କମ୍ପଲେକ୍ସଠାରେ ଗତ ୧୦, ୧୧, ୧୨ ତାରିଖ ତିନି ଦିନ ପର୍ଯ୍ୟନ୍ତ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହୋଇଥିଲା । ଏହି ଚାମ୍ପିଅନ୍ସିପ୍ରେ ପୁରୀର ଫାଇଟରମାନେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନୀ କରି ଜିଲ୍ଲା ପାଇଁ ଦୁଇଟି!-->…
Read More...
Read More...