Yearly Archives

2022

ଭାଲୁପାଲି ଗ୍ରାମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଭାଲୁପାଲି ଗ୍ରାମରେ ଯୋଗ ଶିକ୍ଷକ ଶେଷଦେବ ସାହୁଙ୍କ ଦ୍ଵାରା ଗ୍ରାମର ସମସ୍ତ ଶିଶୁଙ୍କ ସହିତ ଯୋଗ ଦିବସ ପାଳନ କରାଯାଇଛି । ଏହି ଯୋଗ ଶିବିରରେ ଅତିଥି ଭାବେ ଯୋଗ ଦେଇଥିଲେ ବାଦିବାହାଲ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ହୃଦାନନ୍ଦ ବେହେରା,…
Read More...

ସଂଗୀତ ଶିଳ୍ପୀ ସମାଜ ତରଫରୁ ବିଶ୍ୱ ସଂଗୀତ ଦିବସ ୨୦୨୨ ପାଳିତ

ସବୁ କଳାର ଉତ୍ସ ସଂଗୀତ,ନୀରବତାରୁ ସଂଗୀତ ସୃଷ୍ଟି ରାଉରକେଲା, (ସସ୍ମିତା ପ୍ରଧାନ) : ସବୁବେଳେ କଳାର ଉତ୍ସ ସଂଗୀତା ନୀରବତାରୁ ସଂଗୀତ ସୃଷ୍ଟି ବୋଲି ଅତିଥିମାନେ ବିଶ୍ୱ ସଂଗୀତ ଦିବସ ପାଳନ ଅବସରରେ ମତ ପ୍ରକାଶ କରିଥିଲେ । ସଂଗୀତ ଶିଳ୍ପୀ ସମାଜ, ରାଉରକେଲା ଆୟୋଜିତ ବିଶ୍ୱ ସଂଗୀତ ୨୦୨୨…
Read More...

ପାଟଦର୍ହା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ, ୩ ଯବାନ ସହିଦ୍

ନୂଆପଡା, (ନିରାକାର ମେହେର) : ଛତିଶଗଡ-ଓଡିଶା ସୀମାରେ ସିଆର୍‌ପିଏଫ୍‌ ଦଳ ଉପରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ତିନି ଯବାନ ସହିଦ ହୋଇଛନ୍ତି । ଏହି ହମଲା ସିଆର୍‌ପିଏଫ୍‌-୧୯ ବାଟାଲିୟନର ଆର୍‌ଓପି ପାର୍ଟି ଉପରେ ହୋଇଛି । ଏଥିରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । …
Read More...

ରାଜନୀତି ଓ କେନ୍ଦ୍ର ପୋଲିସର ବର୍ବରତା ବିରୁଦ୍ଧରେ ବରଗଡ ବ୍ଲକ ଏବଂ ନଗର କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ଅଫିସ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ବାରମ୍ବାର ଡକାଇ ହଇରାଣ କରିବା ଓ ଆନ୍ଦୋଳନରତ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କୁ ପୋଲିସ ଗୋଡ଼ାଇ ପିଟିିବା, ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ…
Read More...

ବରଗଡ଼ ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ବରଗଡ଼ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଥିଲା । ଯୋଗର ଆମ ଶରୀରର ପ୍ରତିରକ୍ଷା ଉପରେ ବହୁତ ପ୍ରଭାବ ରହିଛି । ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀର ଓ ମନ ସତେଜ ରହିବା ସାପ୍ସଗକୁ ଆତ୍ମାର ପବିତ୍ରତା ବୃଦ୍ଧି…
Read More...

ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସଂଗଠନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସଂଗଠନ ତରଫରୁ ଏବଂ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନରର ଯୋଗ ପ୍ରଶିକ୍ଷକ ଅରୁଣ କୁମାର ଯୋଶୀଙ୍କ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଯୋଗ ଦିବସ ଅବସରରେ ଆନ୍ତର୍ଜାତୀୟ ପ୍ରୋଟୋକଲ ଅନୁଯାୟୀ ସମସ୍ତ…
Read More...

୮ମ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଘନିପୂର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡବେଗୁନିଆପଡା ପରିସରରେ ମଙ୍ଗଳବାର ସକାଳ ୭ଟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଟେଲେକଚୂଆଲ କ୍ଲବ, ଘୋରଡିଆ ପକ୍ଷରୁ ୮ମ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ…
Read More...

ଓଡ଼ିଶା ମାଟିର ସୁପୁତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ : ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଓଡ଼ିଶା ମାଟିର ସୁପୁତ୍ରୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ ।…
Read More...

ମହିଳା ମହବିଦ୍ୟାଳୟରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଏନଏସଏସ ଓ ରେଡକ୍ରସର ମିଳିତ ଆନୁକୁଲ୍ୟରେ "ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ" ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ…
Read More...

କିଶାନ ଏବଂ ଯୁବକମାନଙ୍କ ସମନ୍ୱୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସ ସୋସିଆଲିଷ୍ଟ ଫୋରମ୍‌ର ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସ୍ଥିତ ଯାଦବ ଭବନଠାରେ କଂଗ୍ରେସ ସୋସିଆଲିଷ୍ଟ ଫୋରମ୍‌ର ଓଡ଼ିଶା ପାଇଁ ପ୍ରଥମ ଗଣତନ୍ତ୍ର ବଂଚାଅ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୁବନେତା ଆକାଶ ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର, ସମ୍ବଲପୁର,…
Read More...