୧୨ ଟନ୍ ଗଞ୍ଜେଇ ଜଳାଇ କରାଗଲା ୧୫ ମେଗାୱାଟ ବିଜୁଳି ଉତ୍ପାଦନ
ରାୟପୁର : ବିଳାସପୁର ପୋଲିସ ରେଞ୍ଜ ଥାନାରେ ନିଶାରୁ ମୁକ୍ତି ଅଭିଯାନ ଅନୁସାରେ ଜବତ ୧୨ ଟନ୍ ଗଞ୍ଜେଇକୁ ପାଓ୍ବାର ପ୍ଲାଣ୍ଟ ଭାଟିରେ ଶୁକ୍ରବାର ପକାଇ ନଷ୍ଟ କରି ଦିଆଯାଇଥିଲା, ଯାହାଫଳରେ ପ୍ରାୟ ୧୫ ମେଗାୱାଟ ବିଜୁଳିର ଉତ୍ପାଦନ ହୋଇଥିଲା । ନିଶା ଦ୍ରବ୍ୟକୁ ଜଳାଇ ବିଜୁଳି ଉତ୍ପାଦନ କରିବାର!-->…
Read More...
Read More...