ନଟରାଜ କଳା ପରିଷଦର ନୂତନ କର୍ମକର୍ତ୍ତା ମନୋନୀତ : ହରିନାରାୟଣ ହେଲେ ସଭାପତି, ପ୍ରହଲ୍ଲାଦ ଦର୍ଜୀ ହେଲେ ସଂପାଦକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦର ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ସ୍ଥାନୀୟ ଯାଦବ ଭବନଠାରେ ପ୍ରଶାନ୍ତ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷର ବାର୍ଷିକ ଆୟ ବ୍ୟୟ, କଳାକାରମାନଙ୍କର ସମସ୍ୟା ବିଭିନ୍ନ କ୍ଷେତ୍ରରେ ଆଲୋଚନା ହୋଇଥିଲା ।!-->…
Read More...
Read More...