ବିପୁଳ ପରିମାଣର କଫ୍ ସିରପ ଜବତ
ବରଗଡ଼, (ନିରୋଜ କୁମାର ପାଣୀ) : ବିପୁଳ ପରିମାଣର କଫ୍ ସିରପ ଜବତ କରିଛି ବରଗଡ଼ ଟାଉନ୍ ପୁଲିସ । ସହର ଭିତରେ କଫ୍ ସିରପ୍ କାରବାର କରୁଥିବା ଗୋଟିଏ ପରିବାରକୁ ଧରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବାନ୍ଦୁଟିକ୍ରା ସୁନାରି ଗଳିର ଶ୍ୟାମ ମେହେର, ସ୍ତ୍ରୀ ଯମୁନା ମେହେର ଏବଂ ଝିଅ!-->…
Read More...
Read More...