ନିଶୁଳ୍କ ବିଉଟି କୋର୍ସ ଆରମ୍ଭ
ବଲାଙ୍ଗିର, (କେପିଏନ୍ଏସ୍) : ନାରୀ ଶକ୍ତି ଫାଉଣ୍ଡେସନ ଏବଂ ସାଇ ବିଉଟି ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ନିଶୁଳ୍କ ବିଉଟି କୋର୍ସ ଆରମ୍ଭ ହୋଇଯାଇଛି । ସାଇ ବିଉଟି ଏକାଡେମୀର ସତ୍ତ୍ୱାଧିକାରୀ ଶ୍ରୀମତୀ ବୀଣାରାଗିଣୀ ମହାପାତ୍ର ଏହି ବିଷୟ ପ୍ରତି ଧ୍ୟାନ ଦେଇ ସହଯୋଗ କରିଥିବାରୁ ତାଙ୍କୁ!-->…
Read More...
Read More...