Yearly Archives

2022

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା : ଖାଦ୍ୟ ନମୁନା ସଂଗ୍ରହ କଲା ସ୍ୱାସ୍ଥ୍ୟ ବିଭାଗ

ମାଣିଆବନ୍ଧ : ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଗତକାଲି ଜିଲ୍ଲା ରାପିଡ଼ ରେସ୍ପଣ୍ଡ ଟିମ୍‍ର ୩ ଜଣିଆ ପ୍ରତିନିଧି ଦଳ ଗୋବିନ୍ଦ ପାତ୍ରଙ୍କ ଘରେ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରିଥିବା ଜଣାପଡିଛି । ଖବର ଅନୁଯାୟୀ, ଗୋବିନ୍ଦଙ୍କ ଘରେ ଗୁରୁବାରଠାରୁ…
Read More...

ଗାଁକୁ ପଶିଲେ ହାତୀପଲ : ଘର ଭାଙ୍ଗି ନଷ୍ଟ କଲେ ଫସଲ

ପାଟଣା : ପାଟଣା ରେଞ୍ଜକୁ ପୁଣି ଫେରିଲେ ହାତୀପଲ । ଶନିବାର ହାତୀପଲ ପାଟଣା ରେଞ୍ଜରୁ ଠାକୁରମୁଣ୍ଡା ରେଞ୍ଜକୁ ପଳାଇ ଥିବା ବେଳେ ବିଳମ୍ବିତ ରାତିରେ ପୁଣି ପାଟଣା ରେଞ୍ଜକୁ ପ୍ରବେଶ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ସକାଳୁ ପୁରୁଣାପାଣି ଗ୍ରାମକୁ ହାତୀପଲ ଧସେଇ ପଶିବା ସହ…
Read More...

ଗଣେଶ ମହୋତ୍ସବ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତର ଗିରାସିଙ୍ଗା ଗ୍ରାମରେ ଏବିଲିଟି ଇଣ୍ଡିଆ ସ୍ୱେଚ୍ଚାସେବୀ ସଂଗଠନ ପକ୍ଷରୁ ରବିବାର ଦିନ ଆଶା ଶିକ୍ଷଣ କେନ୍ଦ୍ର ଠାରେ ଗଣେଶ ମହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ସଚେତନତା ସମ୍ବନ୍ଧୀୟ…
Read More...

ଘଂଟାସୁଣୀ ପଡା ଠାରେ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଘଂଟାସୁଣୀ ପଡା ଠାରେ ଗଣେଶ ପୂଜା କମିଟି ତରଫରୁ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତେବେ ଗାୟିକା ସୁଶ୍ରୀ ପୀତିନନ୍ଦା ମିଶ୍ରଙ୍କ ଦ୍ୱାରା ଏହି ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିବା ବେଳେ…
Read More...

ଆନନ୍ଦନଗର ଠାରେ ନୂଆଁଖାଇ ଭେଟଘାଟରେ ଯୋଗ ଦେଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ୱାର୍ଡ ନଂ. ୫ର ଆନନ୍ଦନଗର ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୱାର୍ଡରେ ରହିଥିବା ବିଭିନ୍ନ ସମସ୍ୟା…
Read More...

ଗେଟ୍‌ ସରବୋରପଡା ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୦ର ଗେଟ ସରୋବର ପଡା ଠାରେ ଡ. ବିଆର୍‌ ଆମ୍ବେଦକର କ୍ଲବ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ…
Read More...

ଖୁଦୁରୁକୁଣୀ ଶେଷ ରବିବାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖୁଦୁରୁକୁଣୀ ଓଷା ଓଡିଶାର ପୁରପଲ୍ଲୀରେ ଏହା ଭାଦ୍ରବ ମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ । ଏହି ବ୍ରତକୁ କୁଆଁରୀ ଝିଅମାନେ ମା' ମଙ୍ଗଳାଙ୍କ ପାଖରେ ନିଜ ଭାଈମାନଙ୍କର ଶୁଭ ମନାସୀ ପାଳନ କରିଥାନ୍ତି । ଆଜି ଡେଲାଙ୍ଗରେ ପ୍ରତି ଗାଁ ଗଣ୍ଡାରେ…
Read More...

“ଭାରତ : ଏକ ସ୍ୱର୍ଣ୍ଣିମ ଯାତ୍ରା” ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସମସ୍ତେ ନିଜର ଦାୟିତ୍ୱ ପାଳନ କଲେ ସମାଜର ଅଧିକାର ସୁରକ୍ଷିତ ରହିବ– ଧର୍ମେନ୍ଦ୍ର ପ୍ରଧାନ• ଜନସାଧାରଣଙ୍କ ସ୍ୱାର୍ଥରେ ଲେଖକ ଶଶାଙ୍କ୍ ମଣିଙ୍କ ଉଦ୍ୟମ ପ୍ରଶଂସନୀୟ• ଗାଁ ମାନଙ୍କରେ ଥିବା ଜ୍ଞାନକୁ ଆଧୁନିକ ଢ଼ଙ୍ଗରେ ଦେଶ ସାମ୍ନାରେ ଉପସ୍ଥାପନ କରିବା ଜରୁରୀ• ଉନ୍ମୋଚିତ ପୁସ୍ତକଟି ଯୁବ…
Read More...

ଘଣ୍ଟମାଲରେ ରକ୍ତଦାନ ଶିବିର

ରେଙ୍ଗାଲି : ରେଙ୍ଗାଲି ବ୍ଲକ କିନାଲୋଇ ଗ୍ରାମ ପଞ୍ଚାୟତର ଘଣ୍ଟମାଲ ଗ୍ରାମରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ କମିଟି ପକ୍ଷରୁ ମଧୂସୁଦନ ନାୟକ ଏବଂ ସାଜନ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପୂର୍ବତନ ବିଧାୟକ ରମେଶ ପଟୁଆ ଉଦ୍‌ଘାଟନ କରିଥିଲେ…
Read More...

ଜିଲ୍ଲା ପାରମ୍ପାରିକ ଲୋକକଳା ସଂଘର କାର୍ଯ୍ୟାଳୟ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାରମ୍ପାରିକ ଲୋକକଳା ସଂଘ ଫିରିଙ୍ଗିଆ ବ୍ଲକ ଶାଖାର କାର୍ଯ୍ୟାଳୟ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଆଜି ଫିରିଙ୍ଗିଆ ଶାଖାର ସଭାପତି ଅଚ୍ୟୁତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଅକ୍ଷୟ କୁମାର କର୍ଣ୍ଣ,…
Read More...