ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
ଯାଜପୁର : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବାର ଖବର ମିଳିଛି । ଗୁରୁତରଜଣଙ୍କ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ରାଇଛନ୍ଦା (ତୋଟାସାହି) ଗ୍ରାମର ବଟକୃଷ୍ଣ ସାହୁ (୭୦) । ସୂଚନା ଅନୁସାରେ ସେ ଶୌଚ ପାଇଁ ଯାଇଥିବା ବେଳେ ବଳରାମପୁର ଜୁନିଅର କଲେଜ ଆଗରେ ତାଙ୍କୁ ଭାଲୁ ଆକ୍ରମଣ!-->…
Read More...
Read More...