Yearly Archives

2022

କାନାଡାରେ ନୂଆଁଖାଇ ପାଳିତ

ସମ୍ବଲପୁର : କାନାଡାର ଟୋରୋଣ୍ଟୋ ସହରରେ ପାଳିତ ହୋଇଛି ନୂଆଁଖାଇ ପର୍ବ । ଟୋରୋଣ୍ଟୋରେ ରହୁଥିବା ଓଡିଆ ପରିବାର ମାନେ ପ୍ରତି ବର୍ଷ ନୂଆଁଖାଇ ପର୍ବ ଖୁବ ଧୁମାଧାମରେ ପାଳନ କରୁଥିବା ବେଳେ, ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଅଧିଷ୍ଠାତ୍ରୀ ଦେବୀ ମା'…
Read More...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଦେବଗଡ଼ : ଦେବଗଡ଼ ଥାନା ଓ ବାରକୋଟ ବ୍ଲକ କାଲକାଠ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ରୁ ହୋଇଥିବା ଖବର ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଫଟାଟାଙ୍ଗର୍ ଗାଁର ଯସ୍ମିନ୍ କୁଜୁର୍(୬୨) । ସୂଚନାନୁଯାୟୀ, ଫଟାଟାଙ୍ଗର୍ ଗାଁର ଯସ୍ମିନ୍ କୁଜୁର୍ ସୋମବାର ସକାଳେ ଜମିକୁ ଘାସ…
Read More...

ତୈଳିକ ବୈଶ୍ୟ ସମାଜ ତାଲୁକାର ବନ୍ଧୁ ମିଳନ

ମୋହନା : ସ୍ଥାନୀୟ ତୈଳିକ ବୈଶ୍ୟ ସମାଜ(ଖାଡି ତେଲି)ବାଇଶି ତାଲୁକାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ମୋହନା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ବାଇଶି ତାଲୁକା ଖାଡୀ ତେଲି ସମାଜର ବନ୍ଧୁ ମିଳନ ମହାସଭାର ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ୱରେ…
Read More...

ବ୍ରିଜ ଡିଭାଇଡରରେ ପିଟି ହୋଇ ୧ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ କୋଇଡା ଥାନା ବେଲକୁଦର ଠାରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ମୃତ । ସୂଚନା ଥାଉକି, ବ୍ରିଜ ଡିଭାଇଡରରେ ପିଟି ହୋଇ ଜୀବନ ଚାଲିଯାଇଛି । ସୁନ୍ଦରଗଡ଼ କୋଇଡା ଥାନା ବେଲ କୁଦର ଠାରେ ଘଟିଛି ଦୁର୍ଘଟଣା । ନିଜ ପରିଜନଙ୍କୁ ଛାଡି…
Read More...

ଆଜି ୪୬ ଶିକ୍ଷକଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି, ଶିକ୍ଷକମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପବିତ୍ର ଗୁରୁ ଦିବସ । ଏହାର ଅବ୍ୟବହତି ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ଚଳିତବର୍ଷ (୨୦୨୨)ର ଜାତୀୟ ପୁରସ୍କାର ପ୍ରଦାନ କରିବେ । ଏହି ଶିକ୍ଷକମାନଙ୍କ ମଧ୍ୟରେ ଅଛନ୍ତି…
Read More...

ଠାକୁରାଣୀ ମନ୍ଦିର କାନ୍ଥ କଣା କରି ହୁଣ୍ଡି ଲୁଟି ନେଲେ ଦୁର୍ବୃତ୍ତ

ସାନଖେମୁଣ୍ଡି : ପୁଣି ଥରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡିପେଣ୍ଠ ଠାକୁରାଣୀ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହେବା ଘଟଣା ସାମ୍ନାକୁ ଆସିଛି । ମନ୍ଦିରର କାନ୍ଥ ଭାଙ୍ଗି ଦାନ ହୁଣ୍ଡିର ତାଲା ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ଚୋରି କରି ନେଇଛନ୍ତି…
Read More...

ଟିପିସିଓଡିଏଲ୍‌ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ 'ଟିପିସିଓଡିଏଲ୍‌-ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି)ର ସ୍ଥାପନ କରାଯାଇଛି । ଏପରିକି ସ୍ଥାନୀୟ ଗଜପତିନଗର ନିକଟସ୍ଥ ସୈନିକ…
Read More...

ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ବଜାରରୁ ଘରକୁ ଫେରିବା ବେଳେ ଅଘଟଣ

ସୋର : ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ । ବାଲେଶ୍ୱର ଔପଦା ବ୍ଲକ ଫତେପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଶାଖାର କିରାଣୀ ଅନିରୁଦ୍ଧ ମହାନ୍ତିଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, ରବିବାର ସନ୍ଧ୍ୟାରେ ସେ ସ୍ଥାନୀୟ ବଜାରୁ ଫତେପୁର ଡିମିରଚୁଆରେ ରହୁଥିବା ଭଡ଼ାଘରକୁ…
Read More...

ଦୟାନନ୍ଦ ପ୍ଲେ ସ୍କୁଲରେ ଗୁରୁଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗୁରୁଦିବସ । ଏହି ଅବସରରେ ସ୍ଥାନୀୟ ପେଲେସ ଲାଇନ୍‌ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ଗୁରୁଦିବସ ପାଳିତ ହୋଇଯାଇଛି । ଏଥିରେ ସ୍କୁଲର ପ୍ରିନ୍ସିପଲ୍‌ଙ୍କ ଉପସ୍ଥିତିରେ ସ୍କୁଲର ଶିକ୍ଷୟତ୍ରୀମାନଙ୍କ ସହଯୋଗରେ ଗୁରୁଦିବସ ପାଳିତ ହୋଇଥିବା ବେଳେ ସମସ୍ତ…
Read More...

ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ସୋର : ବାଲେଶ୍ବର ବାହାନଗା ବ୍ଲକ ନୂଆପୁର ସରପଞ୍ଚ ଅଟଳ ବିହାରୀ ରାଉତଙ୍କ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାତିରେ ସେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଅଟଳ ବିହାରୀ ରାଉତଙ୍କ ମୁଣ୍ଡ ଏବଂ କାନ୍ଧରେ…
Read More...