Yearly Archives

2022

ସର୍ଗିବାହାଲ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ସର୍ଗିବାହାଲ ସରସ୍ୱତୀ ଶିଶୁ ମନ୍ଦିରଠାରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀ ଓ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆଦିବାସୀ ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ…
Read More...

ରାଜ୍ୟସଭା ସାଂସଦଙ୍କ ହଠାତ ଇନ୍ଦୁପୁର ଆଶ୍ରମକୁ ପରିଦର୍ଶନ : ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନୂଆଁଖାଇ ଛୁଟିରେ,…

ପାଟଣାଗଡ, (ଗୋରେଖନାଥ ବରିହା) : ମଣିଷର ଭବିଷ୍ୟତ ନିର୍ମାଣରେ ଶିକ୍ଷା ହିଁ ଚାବିକାଠି ଏବଂ ମଣିଷ ଗଢା କାରଖାନା ହିଁ ବିଦ୍ୟାଳୟ । ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଅଚାନକ ପାଟଣାଗଡ଼ ବ୍ଲକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର କନ୍ୟାଶ୍ରମକୁ ପରିଦର୍ଶନ କରିଛନ୍ତି । ଆଶ୍ରମର ଛାତ୍ରଛାତ୍ରୀମାନେ…
Read More...

ବିଶିପାଲି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମରେ ଜୟ ଜଗନ୍ନାଥ କ୍ଲବ ତରଫରୁ ମହାଆଡମ୍ବରରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିରୀଶ ବହିଦାର, ଆଶିଷ ବହିଦାର, ସମ୍ମାନିତ ଅତିଥି…
Read More...

ପଦ୍ମପୁର ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସଠାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ…
Read More...

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ ପାଳନ

ମୋ ଶିକ୍ଷକ ହିଁ ପଥ ପ୍ରର୍ଦଶକ ତାଙ୍କ ପାଇଁ ମୁଁ ଏତେ ଦୂର ପହଞ୍ଚି ପାରିଛି : ବିଧାୟକ ସରୋଜ ମେହେର ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସକାଳ ୧୧ଟାରେ ସ୍ଥାନୀୟ ଶିକ୍ଷକ ଭବନ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଛି…
Read More...

ଗଣ୍ତାବାହାଲିରେ ନୂଆଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ

ଗଣ୍ଡାବାହାଲି, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ଗଣ୍ତାବାହାଲିଠାରେ ନୂଆଖାଇ ଭେଟ୍‌ଘାଟ୍‌ ବହୁ ଆଡମ୍ବର ସହକାରେ ମହାସମାରୋହରେ ପାଳିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କ୍ୟାବିନେଟ ମନ୍ତ୍ରୀ ଯୋଜନା ଓ ସମନ୍ୱୟ ବିଭାଗ ଓଡ଼ିଶା…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ଡ଼. ବାଞ୍ଛାନିଧି ପଣ୍ଡା (ବିଦ୍ୱତ ପରିଷଦ ପ୍ରାନ୍ତ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ…
Read More...

ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ ଆରମ୍ଭ ହୋଇଯାଇଛି । ସାରା ଭାରତ ବର୍ଷରେ ଅମୃତ ମହୋତ୍ସବ ଚାଲିଛି ତେଣୁ ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳିତ…
Read More...

ଆଜି ପବିତ୍ର ଗୁରୁଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଗୁରୁ ଦିବସ । ଗୁରୁ ଅର୍ଥ ଅନ୍ଧକାରମୟ ଜୀବନରେ ଆଲୋକ । ଗୁରୁ ବିନା ସମସ୍ତ ସଂସାର ଅର୍ଥ ହୀନ । ଶିଶୁଟିଏ ଜନ୍ମ ନେବା ପରେ ହିଁ ତାର ଶିକ୍ଷା ଆରମ୍ଭ ହୋଇଯାଏ । ଆମ ପ୍ରଥମ ଗୁରୁ ଆମ ମା’ ଓ ବାପା ଅଟନ୍ତି । ପରେ ଆମେ ଆମ ଗୁରୁଜନ ତଥା ଆମ ଶିକ୍ଷକ…
Read More...

ଛତାପିପଲ ଗ୍ରାମରେ ଯୁବକର ଆତଙ୍କରାଜ : ଏଫ୍ଆଇଆର୍ ରଖିଲାନି ପୁଇଁତଲା ଥାନା, ଗ୍ରାମବାସୀ ଉତ୍ତେଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଛତା ପିପଲ ଗ୍ରାମରେ ବିଗତ କିଛ ଦିନ ହେଲା ରାକେଶ ମହାକୁର ନାମକ ଜଣେ ଯୁବକ ଆତଙ୍କରାଜ ଚଳାଇଛି । ଟାଙ୍ଗି ଓ ଭୁଜାଲି ଧରି ଗାଁ ସାରା ବୁଲି ସମସ୍ତଙ୍କୁ ମରିଦେବ ବୋଲି ଧମକ ଦେଉଛି । ତା'ଛଡା ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଉକ୍ତ…
Read More...