Yearly Archives

2022

କୋସଲ ରାଜ୍ୟ ଦାବୀ ନେଇ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ତେଜିବାରେ ଲାଗିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଜୁଲାଇ ୫ରେ ବିଧାନସଭା ଘେରାଓ ଏବଂ ୬ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି ହେଲେ ସରକାର ଏହି ଦାବି କୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି କୋସଲ ରାଜ୍ୟ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ଆମ ପଶ୍ଚିମ ଓଡ଼ିଶାର ଜନତାଙ୍କୁ ଓଡିଶା ସରକାର…
Read More...

ପ୍ରେମ କରିବା ମହଙ୍ଗା ପଡିଲା : ହତ୍ୟା କରି ମାଟିରେ ପୋତିଦେଲେ, ୧୦ଦିନ ପରେ ଶବ ଜବତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତର ଫାଟକିମାଲ ଅନ୍ତର୍ଗତ ତଳିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ, ତଳିପଡ଼ା ଗ୍ରାମର ଜଣେ ଯୁବତୀଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ…
Read More...

ପୁଇଁତୋଳା ଏମ୍‌ଇ ସ୍କୁଲ ପିଲାଙ୍କୁ ପରିଚୟ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜାତୀୟ ରାଜପଥ ପାର୍ଶ୍ଵରେ ପୁଇଁତୋଳା ମଧ୍ୟ ଇଂରାଜୀ ସ୍କୁଲ ଅବସ୍ଥିତ । ଏହି ସ୍କୁଲଟି ଏଡେଡ଼୍‌ ସ୍କୁଲ ହୋଇଥିବାରୁ ସରକାରଙ୍କ ପକ୍ଷରୁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ପୋଷାକକୁ ଛାଡିଦେଲେ ଅନ୍ୟାନ୍ୟ…
Read More...

ସଡକ ଦୁର୍ଘଟଣା : ୨ ବାଇକ ଆରୋହୀ ଗୁରୁତର ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଷୋହଳ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ସମ୍ମୁଖରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଅଜିତ ମିଶ୍ର ଏବଂ କୃଷ୍ଣ ପ୍ରଧାନ । ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳର ବୋଲି ଜାତୀୟ ରାଜପଥ ସୁରକ୍ଷା…
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ

ଭୋଗରାଇ : (କେପିଏନ୍‌ଏସ୍‌) : ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡାଠାରେ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ର ତରଫରୁ ଗୁରୁଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର ସଭାପତିତ୍ୱ କରିଥିବା ବେଳେ…
Read More...

ଟାଇଗର୍‌ ୟୁଥ୍‌ କ୍ଲବ ତରଫରୁ ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ ସନ୍ଧ୍ୟା ସମୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ପାର୍ଥ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର…
Read More...

ଗୁରୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆନୁକୁଲ୍ୟରେ ସହରର ଜନ କଲ୍ୟାଣ ମଣ୍ଡପ ଠାରେ ସଂଘର ସହ-ସଂପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ପୁଇଁନ୍ତଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଦେଓଗାଁ ବ୍ଲକ…
Read More...

ବଲାଙ୍ଗିର ନାଗରିକ କମିଟିର ଗୁରୁଦିବସ ପାଳିତ : ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ –…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ନାଗରିକ କମିଟି ଆନୁକୁଲ୍ୟରେ ପ୍ରଥମ ଥର ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡା.ପ୍ରଫେସର ମଧୁସୁଦନ…
Read More...

ଜୀବନ ବୀମା ଅଭିକର୍ତ୍ତା ସଂଗଠନ ପକ୍ଷରୁ ବିଶ୍ରାମ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବିମା ଅଭିକର୍ତ୍ତା ମାନଙ୍କ ବିଭିନ୍ନ ଦାବୀ ନେଇ ସର୍ବ ଭାରତୀୟ ସ୍ତରରେ ଚାଲିଥିବା ଆନ୍ଦୋଳନର ଅଂଶ ସ୍ୱରୂପ ବଲାଙ୍ଗିର ଶାଖା ଅଭିକର୍ତ୍ତା ସଂଗଠନ ପକ୍ଷରୁ ଆଜି ବିଶ୍ରାମ ଦିବସ ପାଳନ କରାଯାଇଛି । ଜୀବନ ବିମା ନିଗମ ପକ୍ଷରୁ ଚାଲିଥିବା ବିମା ସପ୍ତାହ ପାଳନ…
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ

କନ୍ଧପାଲି, ହଳଦି, ଲୋଇସିଂହା ଏବିଏଫ୍‌ଏ, ବେନକେରା ଓ ଘୁଚେପାଲି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ମିଶନ ପଡିଅରେ କନ୍ଧପାଲି ୧-୦ ଗୋଲରେ ଚାଣ୍ଟିମୁଣ୍ଡାକୁ ହରାଇ ବିଜୟୀ ହୋଇଛି । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣ ଚନ୍ଦ୍ର…
Read More...