Yearly Archives

2022

ବଲାଙ୍ଗିର ଜିଲ୍ଲାରେ ‘ନଶାମୁକ୍ତ ଭାରତ ଅଭିଯାନ’ ଜରିଆରେ ନଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ‘ନଶାମୁକ୍ତ ଭାରତ ଅଭିଯାନ’ ଜରିଆରେ ନଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ସିନାପାଲି ବ୍ଲକର ୨୭ଟି ପଂଚାୟତର ବିଭିନ୍ନ ସମସ୍ୟାକୁ ନେଇ ଜନ ସାଧାରଣ ଅଭିଯୋଗ କରିଛନ୍ତି । ଏଥି ମଧ୍ୟରୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ୪…
Read More...

ଶିକ୍ଷକଙ୍କ ବକେୟା ଦରମା ୭ ଦିନରେ ନଦେଲେ ବିଇଓ କାର୍ଯ୍ୟାଳୟ ତାଲା ବନ୍ଦ ଚେତାବନୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ବିଇଓ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ଏବେ ସପ୍ତମ ବେତନ କମିଶନର ୨୦% ଭାଗ ବକେୟା ଦରମା ଦୀର୍ଘ ମାସ ହେବ ସରକାରୀ ନିର୍ଦେଶନାମାରେ ଥିଲେ ମଧ୍ୟ କଣ୍ଟାମାଲ ବ୍ଲକରେ ଶିକ୍ଷକମାନଙ୍କୁ…
Read More...

ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ, ସଇଁତଲାରେ ଉତ୍ସବର ମାହୋଲ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିରର ପୂର୍ବତନ ସଂସଦ ତଥା ସଇଁତଲାର ସୁଯୋଗ୍ୟ ସନ୍ତାନ ଶରତ ପଟ୍ଟନାୟକ ପୁନର୍ବାର ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଏଆଇସିସି ନିଯୁକ୍ତ ଦେବା ପରେ ପଶ୍ଚିମ ଓଡିଶା ସମେତ ନିଜ ଜନ୍ମମାଟି ସଇଁତଲା ସହରରେ ଖୁସିର ମହୋଲ ଦେଖାଦେଇଛି । ଗତ ସୋମବାର…
Read More...

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରାହ ଆକ୍ରମଣରେ ୨ ଗୁରୁତର ଜଣେ ଆହତ, ଘଟଣାସ୍ଥଳକୁ କେନ୍ଦୁପତ୍ର ଓ ଜଙ୍ଗଲ ବିଭାଗ…

ବରାହଙ୍କୁ ନେଇ କେନ୍ଦୁପତ୍ର ତୋଲାଲିମାନଙ୍କ ମଧ୍ୟରେ ଆତଙ୍କ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନସ୍ଥ ସୁଲିଆ ଡ଼ଙ୍ଗରକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରାହ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗୁରୁତର ମହିଳାମାନେ…
Read More...

ଜ୍ଞାନବାପୀ ମାମଲାରେ ସର୍ଭେ ରିପୋର୍ଟ ଉପରେ କୋର୍ଟ ଉଭୟ ପକ୍ଷଙ୍କଠାରୁ ଉତ୍ତର ମାଗିଲେ, ପରବର୍ତ୍ତୀ ଶୁଣାଣି ମେ’…

ବାରାଣାସୀ : ଜ୍ଞାନବାପୀ ମାମଲାରେ ବାରାଣାସୀର ଜିଲ୍ଲା କୋର୍ଟରେ ଆଜି ଶୁଣାଣି ପରେ କୋର୍ଟ ସର୍ଭେ ରିପୋର୍ଟ ଉପରେ ଉଭୟ ପକ୍ଷଙ୍କ ଉତ୍ତର ମାଗିଥିବା ବେଳେ ମେ' ୨୬ରେ ରକ୍ଷଣାବେକ୍ଷଣ ଉପରେ ପ୍ରଥମ ଶୁଣାଣି ହେବ । ଏହି ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ପକ୍ଷରୁ ଅନେକ ପିଟିସନ ଦାଖଲ କରାଯାଇଛି ।…
Read More...

ମାଛ ଧରାଳିଙ୍କୁ ମାଛ ବଦଳରେ ମିଳିଲା କଙ୍କାଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ଥାନା ଅଧୀନସ୍ଥ ଗର୍ଭଣା ଗ୍ରାମର ଭଙ୍ଗା କଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସୋହେଲା ଥାନା ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ…
Read More...

ପୂର୍ବତନ ସିଏମ୍ ୟେଦେୟୁରପ୍ପାଙ୍କୁ ଝଟ୍‌କା : ପୁଅକୁ ଟିକେଟ୍ ଦେଲାନାହିଁ ବିଜେପି

ବାଙ୍ଗାଲୁରୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦେୟୁରପ୍ପାଙ୍କ ପୁଅ ତଥା ଦଳର ରାଜ୍ୟ ୟୁନିଟ୍ ଉପ-ସଭାପତି ବି.ୱାଇ ବିଜୟେନ୍ଦ୍ର ମଙ୍ଗଳବାର କହିଛନ୍ତି ଯେ, ରାଜନୀତିରେ ଶକ୍ତି ଏବଂ ସ୍ଥିତି ମୂଳ ଲକ୍ଷ୍ୟ ନୁହେଁ । କର୍ଣ୍ଣାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନରେ ​​ବିଜୟନ୍ଦ୍ରଙ୍କୁ…
Read More...

କବିତା : ଅପରାହ୍ନ

ରାମକୃଷ୍ଣ ବର୍ଷା, ଶୀତ, ବସନ୍ତଆତିଥ୍ୟର ଉଲ୍ଲାସ ଦେଇ ଫେରିଗଲେଜଣକ ପରେ ଜଣେଜନ୍ମ ବ୍ରତ ବିବାହର ମହୋତ୍ସବରେଉଠିଲା ପଡିଲା ଘରସବାଶେଷରେ ଆସିଛି ଗ୍ରୀଷ୍ମଅପରାହ୍ନରେ ଛିଡା ହୋଇଛି ବୟସ ପବନ ଉଡାଇନେଲାଦାଣ୍ଡ ଦୁଆରେ ପଡିଥିବା ଝୋଟିର ମୁରୁଜପକ୍ଷୀଂକ ସଂଗୀତ ଆସରରେ ନାହିଁସକାଳର…
Read More...

ଛତ୍ରପୁର ବିଧାୟକଙ୍କ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ପଞ୍ଚାୟତ ଓ ଏହା ଅଧୀନରେ ଥିବା ମକରେଶ୍ୱର ଶୈବପୀଠ, ସାତୁଳୀ, ଲାଉପୁଟ ଓ କୁଜିଢ଼େପା ଗ୍ରାମ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର…
Read More...