ଆଇପିୟୁର ନିର୍ବାହୀ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭାରତ ତରଫରୁ ପ୍ରାର୍ଥୀ ଭାବେ ମନୋନୀତ
ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତଃ ସଂସଦ ସଂଗଠନ (ଆଇପିୟୁ)ର ନିର୍ବାହୀ କମିଟିରେ ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭାରତ ତରଫରୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି ବୋଲି ଜଣାପଡିଛି । ଏହି କମିଟିରେ ମୋଟ ୧୭୮ଟି ପାର୍ଲାମେଣ୍ଟ!-->…
Read More...
Read More...