Yearly Archives

2022

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ପରେ ଏବେ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କ'ଣ…
Read More...

ଶରଣକୁଳ ଲଡୁବାବାଙ୍କର ଭଉଁରୀ ଚାପଖେଳରେ ଅଘଟଣ : ଓଲଟିଲା ଡଙ୍ଗା, ବୁଡିଗଲେ ଚଳନ୍ତି ପ୍ରତିମା ଓ ଲଡୁବାବାଙ୍କ ସେବାୟତ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୟାଗଡ ଜିଲ୍ଲା ଶରଣକୁଳ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଲଡୁବାବାଙ୍କର ଉତ୍କଳ ଭଉଁରୀରେ ଚାପ ଖେଳିଲା ବେଳେ କାଠଡଙ୍ଗା ଫାଟକଣାରେ ପାଣି ପଶି ଓଲଟିଲା ଡଙ୍ଗା । ବୁଡିଗଲେ ଚଳନ୍ତି ପ୍ରତିମା ଓ ଲଡୁବାବାଙ୍କ ସେବାୟତ । ଦିଅଁଙ୍କ ଭଉଁରୀ ଖେଳ ବେଳେ ଗତ…
Read More...

ଓଡିଶା କମ୍ପ୍ୟୁଟର ଏଜୁକେସନ ମିଶନର ବାର୍ଷିକ ଉତ୍ସବରେ ସମ୍ମାନିତ ହେଲେ ଯୁବ ସାମ୍ବାଦିକ ରଜନୀକାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା କମ୍ପ୍ୟୁଟର ଏଜୁକେସନ ମିଶନ (ଓସିଇଏମ୍) ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ କଳାହାଣ୍ଡି ଭବାନୀପାଟଣା କୃଷି ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ନିଆରା ତଥା ସ୍ୱଚ୍ଛ ନିର୍ଭିକ ଭାବରେ ସମ୍ବାଦ ପରିବେଷଣ କରୁଥିବାରୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ…
Read More...

ପୃଥିବୀ ପୃଷ୍ଠର ଆର୍ଦ୍ରତା କମୁଥିବାରୁ କଇଁଛଙ୍କ ସଂଖ୍ୟା ଲୋପ ପାଉଛି : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡାଇନେସୋର ସମୟରୁ କଇଁଛଙ୍କ ସୃଷ୍ଟି ହୋଇଥିବାର ଗବେଷକମାନେ ମତ ଦିଅନ୍ତି । ପୃଥିବୀ ପୃଷ୍ଠରେ ପ୍ରାୟ ତିନିଶହ ପ୍ରଜାତିର କଇଁଛ ଦେଖାଯାନ୍ତି । ପରିବେଶ ସୁରକ୍ଷାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଏହି ଜୀବ ସଂକଟରେ । ଅଧିକାଂଶ…
Read More...

ବିଶ୍ୱ ବିଦ୍ୟାଳୟରେ ନୂତନ ବିଭାଗ ଖୋଲିବା ପାଇଁ କୁଳପତିଙ୍କୁ ଛାତ୍ର କଂଗ୍ରେସର ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ହେଉଛି ଓଡିଶା ତଥା ପଶ୍ଚିମ ଓଡିଶାର ଗୋଟେ ପ୍ରମୁଖ ଶିକ୍ଷାନୁଷ୍ଠାନ । କିନ୍ତୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବାର ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ମନସ୍ତତ୍ୱ ବିଭାଗ, ସମାଜ…
Read More...

ତୁରେକେଲା ବ୍ଲକ ଅର୍ନ୍ତଗତ ବଡ଼ଡ଼କଲା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ନୂତନ ପ୍ରସୂତି କକ୍ଷ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅର୍ନ୍ତଗତ ବଡ଼ଡ଼କଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ନୂତନ ପ୍ରସୂତି କକ୍ଷ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ରାଜେନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ…
Read More...

ମାହେଶ୍ୱରୀ ସଙ୍ଗଠନର ସ୍ୱାସ୍ଥ୍ୟସେବା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିନ୍ଧାପାଲି ଗ୍ରାମର ନିର୍ମଳ ସାହୁଙ୍କ ଶରୀରର ବାମ ପାର୍ଶ୍ଵ ହିପରେ ସେକେଣ୍ଡାରୀ ଅଷ୍ଟିଓଆଥରାଇଟିସ୍ ସମସ୍ୟା ରହିଥିଲା । ସମସ୍ୟାର ଦୂରୀକରଣ ପାଇଁ ନିର୍ମଳ ସାହୁଙ୍କ ପରିବାର ଲୋକେ ଆଗଲପୁର ବ୍ଲକର ମାହେଶ୍ୱରୀ ସଙ୍ଗଠନକୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ…
Read More...

କୁସମେଲ ଆଇଟିଆଇ ଛାତ୍ର ମୃତ୍ୟୁ ଘଟଣା : ପୁତ୍ରର ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୮ ମଇରେ ସ୍ଥାନୀୟ କୁସମେଲ ପୋଖରୀରେ ଉକ୍ତ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ମିଳିଥିଲା । ପୋଲିସ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାଟି ଅପମୃତ୍ୟୁ ହୋଇଥାଇ ପାରେ ବୋଲି କହିଥିଲା । କିନ୍ତୁ ଆଜି ମୃତକଙ୍କ ପରିବାର ଏକ ସାମ୍ବାଦିକ…
Read More...

ଭୀମଡୁଙ୍ଗୁରୀରେ ଶିଶୁ ଉଦ୍ୟାନ କାମ ଆରମ୍ଭ, ଡିଏଫ୍‌ଓ ଓ ଆର୍କିଟେକଙ୍କ ଅନୁଧ୍ୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ରରେ ରାଜ୍ୟସରକାର ଏକ ଶିଶୁ ଉଦ୍ୟାନ ନିର୍ମାଣ ଆରମ୍ଭ କରାଇଛନ୍ତି । ବଲାଙ୍ଗିର ବନବିଭାଗ ଏହାକୁ କରାଉଛି । ଭୀମପାହାଡର ପାଦଦେଶରେ ଥିବା ଭୀମକଟା ଓ ଓଟିଡିସି ଗେଷ୍ଟହାଉସର…
Read More...

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ : ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅନୁମତି ନାହିଁ

ସୂଚନା କର୍ମୀ ପଣ୍ଡାଙ୍କ ବଡ଼ ଖୁଲାସାଜାତୀୟ ସ୍ମାରକୀ ନିଷିଦ୍ଧାଞ୍ଚଳରେ ନିର୍ମାଣ ରାଜ୍ୟର ଏକ ପୁରୁଣା ଅଭ୍ୟାସଜାତୀୟ କୀର୍ତ୍ତିରାଜିର ନିଷିଦ୍ଧାଞ୍ଚଳରେ ନିର୍ମାଣ ହୋଇଛି ଅଙ୍ଗନୱାଡି କେନ୍ଦ୍ରକେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭାଗ ମଧ୍ୟ ଆଇନ ଉଲଂଘନ କରିଛି ବଲାଙ୍ଗିର, (କେପିଏନ୍‌ଏସ୍‌) :…
Read More...