Yearly Archives

2022

“ବିଶ୍ୱ ସାଇକେଲ ଦିବସ – ୨୦୨୨” ଅବସରରେ ନେହେରୁ ଯୁବା କେନ୍ଦ୍ର ପକ୍ଷରୁ ରାଜ୍ୟସ୍ତରୀୟ ମେଗା ସାଇକେଲ ରାଲିର…

ଭୁବନେଶ୍ୱର, (ପିଆଇବି) : ନେହେରୁ ଯୁବା କେନ୍ଦ୍ର ଖୋର୍ଦ୍ଧା ଏବଂ ଆଞ୍ଚଳିକ ଆଉଟରିଚବ୍ୟୁରୋ, ଭୁବନେଶ୍ୱର ସହ ମିଶି ଭୁବନେଶ୍ୱରର ପିଆଇବି କ୍ୟାମ୍ପସରେ “ବିଶ୍ୱ ସାଇକେଲ ଦିବସ - ୨୦୨୨” ଅବସରରେ ନେହେରୁ ଯୁବା କେନ୍ଦ୍ର ରାଜ୍ୟ ସ୍ତରୀୟ ମେଗା ସାଇକେଲ ରାଲିର ଆୟୋଜନ କରିଥିଲେ । ଏହି…
Read More...

ଲିଟୁ ମହାନ୍ତିଙ୍କ ‘ବଡମା’ ସିନେମାରେ ଅଭିନୟ କରିବେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜନୀତିରୁ ବର୍ତ୍ତମାନ ସାମୟିକ ବିରତି ପରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଚଳଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତା ପାର୍ବତୀ ଗିରିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଚଳଚିତ୍ର 'ବଡ଼ମା'ରେ ଅଭିନୟ କରିବେ ।…
Read More...

ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ସିନାପାଲି ସାମ୍ବାଦିକ ସଂଘ

ନୂଆପଡା, (ନିରାକାର ମେହେର) : ଜିଲ୍ଲା ସିନାପାଲି ବ୍ଲକ ସାମ୍ବାଦିକମାନଙ୍କ ବିରୁଦ୍ଧରେ ଜଣେ ଯୁବକ ସୋସିଆଲ ମିଡିଆରେ ଏକ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗରେ ସିନାପାଲି ସାମ୍ବାଦିକ ସଂଘ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଯୁବକ ଜଣକ ସିନାପାଲି ଥାନା…
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ସୁପରିଟେଣ୍ଡେଣ୍ଟ ଓ ବିଭିନ୍ନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ୱାର୍ଡକୁ ୱାର୍ଡ ବୁଲି ରୋଗୀମାନଙ୍କୁ ଦେଖା କରି ହସ୍‌ପିଟାଲର ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ଥିବା ଅଧିକାରୀ…
Read More...

ରାସ୍ତାରୁ ଉଠିଗଲାଣି ପିଚୁ, ତଥାପି ଚାଲିଛି ମରାମତି !

ବଲାଙ୍ଗିର ସଦର, (ରାଜେଶ ଦଣ୍ଡାସନା) : ରାସ୍ତା ଉପରୁ ଉଠିଗଲାଣି ପିଚୁ, ତଥାପି ଚାଲିଛି ମରାମତି । ଏହା କି ପ୍ରକାର ରାସ୍ତାକାମ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ତୁଷୁରାବାହାଲ ଗ୍ରାମ ପଞ୍ଚାୟତର ଜିରାଟମାଲ ଦେଇ ଯାଇଥିବା…
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ କ୍ଷୀରଦେଇ ପାଇଲେ ହୁଇଲ ଚେୟାର

ଭବାନୀପାଟଣା, (ପି. କେ. ସାହୁ) : ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ କରିଛନ୍ତି । ହେଲେ ଲୋକମାନେ ସଚେତନ ନଥିବାରୁ କୌଣସି ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ଏପରି ଏକ ସମସ୍ୟା ଦେଖିବାକୁ ମିଳିଥିଲା ଭବାନୀପାଟଣା ବ୍ଲକ କୂତରୁଖମାର…
Read More...

କେନ୍ଦୁପତ୍ର କର୍ମଚାରୀ ଭଗବାନ ଧରୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ସେକସନରେ କାର୍ଯ୍ୟରତ କେନ୍ଦୁପତ୍ର କର୍ମଚାରୀ ଭଗବାନ ଧରୁଆଙ୍କର ଚାକିରି କାଳ ଶେଷ ହୋଇଛି । ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ବାଗ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଧରୁଆ ଦୀର୍ଘ ୩୦ବର୍ଷ ଧରି…
Read More...

ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ହିତାଧିକାରୀ ହଇରାଣ ହେଉଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସିଡିଏମ୍‌ଓ ଅଫିସକୁ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ପ୍ରବଳ ଗ୍ରୀଷ୍ମରେ ଆସିଥିବା ଅନେକ ହିତାଧିକାରୀ ନିରାଶ ହୋଇ ଫେରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପ୍ରତିମାସ ୩ ତାରିଖରେ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ବହୁ ହିତାଧିକାରୀ ସରକାରୀ…
Read More...

ଖେଳ ଶିକ୍ଷକ ସରୋଜ ଭୋଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସରୋଜ ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦାମ ଚରଣ ସାଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ସରପଞ୍ଚଙ୍କ…
Read More...

ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ.୨ର ଶାନ୍ତିପଡାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପୌରଧ୍ୟକ୍ଷାଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ.୨ର ଶାନ୍ତିପଡାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନକୁ ନେଇ ଆଜି ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟରେ ଶାନ୍ତିପଡାର ବାସିନ୍ଦା ମାନେ ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।…
Read More...