Daily Archives

ଫଟାମୁଣ୍ଡାରେ ବନମହୋତ୍ସବ ପାଳନ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପାଟଣାଗଡ ବନବିଭାଗ ଓ କୋସଲି ଡେରା ପାଟଣାଗଡ ତରଫରୁ ଫଟାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବନମହୋତ୍ସବ ପାଳିତ ହୋଇଯାଇଛି । ପାଟଣାଗଡ ବନାଞ୍ଚଳ ରେଞ୍ଜ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି ଓ ଫଟାମୁଣ୍ଡା ସରପଞ୍ଚ ଶ୍ରୀମତି ଋତୁମ୍ଭରା ନାଏକ ଅତିଥି ଭାବେ ଯୋଗ
Read More...

ପାଟଣାଗଡ ବନବିଭାଗ ପକ୍ଷରୁ ୭୩ତମ ବନ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ୭୩ତମ ବନ ମହୋତ୍ସବ ପାଟଣାଗଡ଼ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ସୋମବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ରେଞ୍ଜ ଅଧିକାରୀ ଆନନ୍ଦ
Read More...

ଦେବଗିରି ଓ ସିଙ୍ଗାରୀ ଜଙ୍ଗଲରେ ବାଘ ଆତଙ୍କ

କମଲପୁର : କଳାହାଣ୍ଡି ଜିଲ୍ଲା କମଲପୁର ବ୍ଲକ ଅର୍ନ୍ତଗତ ଦେପୁର ଦେବଗିରି ଓ ସିଙ୍ଗାରୀ ଜଙ୍ଗଲରେ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ଦେପୁର ଗ୍ରାମର ଡମ୍ବରୁଧର ମାଝୀ ଦେବଗିରି ଜଙ୍ଗଲକୁ ଜାଳେଣି ପାଇଁ ଯାଇଥିବା ବେଳେ ଏକ ବାଉଁଶ ବୁଦା ନିକଟରେ ୨ଟି ବାଘ ଦେଖି ସେ ଭୟରେ ପଳାଇ ଆସିଥିଲେ । ଆସିବା
Read More...

ରାମଚନ୍ଦ୍ରପୁର ଗ୍ରାମରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ସମାପନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଉତ୍ସାହ ଉଦ୍ଦୀପନା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏ ବର୍ଷର ରଥଯାତ୍ରା ସମାପନ ହୋଇଛି । ପୁରୀ ରଥଯାତ୍ରା ଆଷାଢ ଶୁକ୍ଳ ଦ୍ଵିତୀୟା ଦିନ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ
Read More...

କୋଷାଗୁମୁଡ଼ା ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ଖାମଖିଆଲି ଯୋଗୁଁ ଗ୍ରାମାଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଅଭିଯୋଗ

କୋଷାଗୁମୁଡ଼ା, (ଜଗନ୍ନାଥ ବିଶୋଇ) : ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକର ଗ୍ରାମାଞ୍ଚଳରେ ଦୀର୍ଘ ୧ମାସ ହେବ ବିଦ୍ୟୁତ ସପ୍ଲାଇ ଠିକ୍ ଭାବେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ବିଭାଗର ଲୁଚକାଳୀ ଖେଳ ଯୋଗୁଁ ଗ୍ରାମାଞ୍ଚଳରେ ଥିବା ଗ୍ରାମ ଗୁଡିକରେ ପ୍ରତ୍ୟେକ ଦିନ ରାତ୍ରିରେ
Read More...

ସାଲେପାଲିରେ ତିନି ଠାକୁରଙ୍କ ନୃସିଂହ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ମାଉସୀ ମନ୍ଦିରରେ ଆଜି ତିନି ଠାକୁରଙ୍କ ନୃସିଂହ ବେଶ କରାଯାଇଥିଲା । ଏହି ବେଶକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉତ୍ସାହର ସହିତ ଦର୍ଶନ କରିବାକୁ ସ୍ଥାନୀୟ ମାଉସୀ ମନ୍ଦିରକୁ ଆସିଥିଲେ ।
Read More...

ବଲାଙ୍ଗିର ସଦର ଥାନାରେ ସାମ୍ବାଦକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପି ଦେଲେ ପ୍ରତିଶ୍ରୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନାରେ ଜଣେ କାର୍ଯ୍ୟରତ ସାମ୍ବାଦକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ହୋଇଥିବା ଜଣାପଡିଛି । ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଏସ୍‌ପି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବହୁ ଚର୍ଚ୍ଚିତ ବଲାଙ୍ଗିରର ଜମି ଦୁର୍ନୀତି
Read More...

ତହସିଲଦାରଙ୍କ କଳା କାରନାମାରେ ଏବେ ଉଠୁଛି ପଡୁଛି ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତହସିଲଦାରଙ୍କ କଳା କାରନାମାରେ ଏବେ ଉଠୁଛି ପଡୁଛି ସହର । ମୃତ ବ୍ୟକ୍ତିଙ୍କ ଜମି ହଡପ କରିବା ଘଟଣାରେ ତହସିଲଦାରଙ୍କ ସଂମ୍ପୃକ୍ତି ଲୋକଲୋଚନକୁ ଆସିଛି । ଏପରିକି ବଲାଙ୍ଗିର ତହସିଲଦାର ମଘବାନ ବାଗଙ୍କ ବିରୋଧରେ ତାଙ୍କ ସହ ୯ ଜଣଙ୍କ ନାମରେ ଥାନାରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗଛରେ ବାଇକ୍‌ ପିଟି ହୋଇ ୨ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ବାଇକ୍‌ ଗଛରେ ପିଟି ହେବାରୁ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ‌ହେଲେ କୁସୁମଡିହିର ରମେଶ କିସାନ ଓ ରଣଜିତ କିସାନ । ସୂଚନାନୁସାରେ ଦୁହେଁ ସୋଲ୍‌ରୁ ରଥଯାତ୍ରା ଦେଖି ବାଇକ୍‌ରେ ଘରକୁ ଫେରୁଥିଲେ । ସୋଲ୍‌ ସ୍କୁଲ ନିକଟରେ
Read More...

ପ୍ରେମଚାନ୍ଦ ପୃଷ୍ଟିଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସ୍ୱାମ ଛକରୁ ଖମୁଆଁ ଗ୍ରାମ ପର୍ଯ୍ୟନ୍ତ ୯ କିମି ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘସ୍ଥାୟୀ ଚାରା ରୋପଣ କରିବା ସହ ଏହାର ବାଡ ବୁଜି ରକ୍ଷଣାବେକ୍ଷଣ ଦାଇତ୍ୱ ନେଇଥିବା ଖମୁଆଁ ଗ୍ରାମର ଯୁବ ପରିବେଶ ପ୍ରେମୀ ପ୍ରେମଚାନ୍ଦ ପୃଷ୍ଟି ଓରଫ କାମୁଲ ପୃଷ୍ଟିଙ୍କୁ ଚଳିତ
Read More...