Daily Archives

ପାଂଚ ଦିନ ହେଲା ବ୍ୟବସାୟୀ ନିଖୋଜ, ଅପହରଣ ଆଶଂକା

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଗଲପୁରର ବ୍ୟବସାୟୀ ପବିତ୍ର ମେହେର(୨୫) ଗତ ୫ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ବ୍ୟବସାୟ କାମରେ ଯାଇଥିବାରୁ ତାଂକୁ କେହି ଅପହରଣ କରିଥିବା ସନ୍ଦେହ କରାଯାଉଛି । ଫଳରେ ପରିବାର ଲୋକେ ଆଶଂକା ଭିତରେ ରହିଛନ୍ତି । ଗତ ୨୨ ତାରିଖ ସକାଳ ୯ଘଣ୍ଟା ୧୫ ମିନିଟ
Read More...

ସହଯୋଗ ଫାଉନ୍‌ଡେସନ ତରଫରୁ ଛାତ୍ର ଏବଂ ଛାତ୍ରୀମାନଙ୍କ ପାଇଁ ପାୱାର ଅଫ ଫେକସ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରମାନଙ୍କ ପାଇଁ କୌଣସି ଲକ୍ଷ ଅସମ୍ଭବ ନୁହେଁ, ସେହି ଛାତ୍ର ହାରି ଯାଏ ଯିଏ ବଂଚିବାର କଳା ଜାଣିନାହିଁ । ବଲାଙ୍ଗିରର ଅଗ୍ରିମ ସାମାଜିକ ସଂସ୍ଥା ସହଯୋଗ ଫାଉନ୍‌ଡେସନ ତରଫରୁ ସ୍ଥାନୀୟ ଟାଉନ ହଲଠାରେ କଲେଜ ଛାତ୍ର ଛାତ୍ରୀମାନଙ୍କୁ ନେଇ ପାୱାର ଅଫ୍‌ ଫୋକସ
Read More...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’’(୮୭ତମ ଅଧ୍ୟାୟ)ର ଓଡ଼ିଆ ଭାଷାନ୍ତର

ଓଡ଼ିଶାର ପୁରୀ ନିବାସୀ ସ୍ୱଚ୍ଛାଗ୍ରହୀ ରାହୁଲ ମହାରଣାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଗତ ସପ୍ତାହରେ ଆମେ ଏଭଳି ଗୋଟିଏ ଉପଲବ୍ଧି ହାସଲ କଲୁ, ଯାହା ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଲା । ଆପଣ ଶୁଣିଥିବେ ଯେ,
Read More...

ଷଡ଼ ବଂଶୀୟ ଗୋଣ୍ଡ ସମାଜର ସାଧାରଣ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବଲାଙ୍ଗିର ସ୍ଥିତ ଶାବରୀମାଳା ଧର୍ମଶାଳାରେ ଷଡ଼ ବଂଶୀୟ ଗୋଣ୍ଡ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ସଭାନେତ୍ରୀ ଶ୍ରୀମତୀ ଦମୟନ୍ତି କୁମୁରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମାଜର ସର୍ବାଙ୍ଗୀନ ବିକାଶ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଂଚର ସଭାପତି ପ୍ରଭାକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ଅତିରିକ୍ତ ସାଧାରଣ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କିସ୍‌ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ଶିକ୍ଷା ବର୍ଷରେ ସମସ୍ତ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବରେ ପାଠ
Read More...

ମାନବିକତା ଦେଖାଇଲେ ସଇଁତଲାର ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ : ବିଭିନ୍ନ ମହଲରେ ପ୍ରଶଂସା

ସଇଁତଲା, (ପ୍ରମୋଦ ସେଲମା) : ଆଜି ସଇଁତଲା ଥାନା କୁମ୍ଭାରୀ କାନ୍ଦୁଲସରଠାରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଦୁଇ ବାଇକ ମୁଁହାମୁଁହି ଦୁର୍ଘଟଣା ଘଟିଥିଲା । ଏହି ସମୟରେ ସଇଁତଲା ପଞ୍ଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ବେଳପଡା ବ୍ଲକରୁ ଫେରୁଥିବା ବେଳେ ଘଟଣାସ୍ଥଳରେ ପଡି
Read More...

ଦେଓଗାଁ ବ୍ଳକ ସରପଞ୍ଚ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୨ଟା ସମୟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତ ଛତାପିପଲା ଆମ୍ବତୋଟା ନିକଟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତର ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ୱରେ ନବ ନିର୍ବାଚିତ ସରପଞ୍ଚକୁ ନେଇ ବୈଠକ ଅନୁ‌ଷ୍ଠିତ ହୋଇଥିଲା । ଏହି ବୈଠକରେ ନବ
Read More...

ମହାଲିଙ୍ଗ କଲେଜ ସରକାରଙ୍କ ଏକୋଇର ବଳା ବିଶିକେଶନ ଥିଲା : ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାଲିଙ୍ଗ କଲେଜ ସରକାରଙ୍କ ଏକୋଇର ବଳା ବିଶି କେଶନ ଥିଲା ବୋଲି ସୂଚନା କର୍ମୀ ହେମନ୍ତ ପଣ୍ଡା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଯୁକ୍ତ ଦୁଇ ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କୁ ବିଭତ୍ସ ଭାବେ
Read More...

ପଲସାଗୋରାରେ ବିଶ୍ଵ ନାଟ୍ୟ ଦିବସ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା ପଲସଗୋରାଠାରେ ବିଶ୍ୱନାଟ୍ୟ ଦିବସ ଇଣ୍ଟରନେସନାଲ ଥିଏଟର, କଣ୍ଟାମାଲ ପକ୍ଷରୁ ପାଳିତ ହୋଇଯାଇଛି । ନାଟ୍ୟକାର ଦିଲ୍ଲୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଆଲୋଚକ ଭାବେ ରଂଜୁ ଅମାତ, ଅନୁଷ୍ଠାନର ସଭାପତି ଜୟ କୁମାର ମହାରଣା,
Read More...