Daily Archives

ବିଶ୍ଵ ନାଟ୍ୟ ଦିବସରେ ବିଶିଷ୍ଟ କଳାକାର ଲଲିତ ଜଗତଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତଥା କଳାକାର ମହାସଂଘର ସାଧାରଣ ସମ୍ପାଦକ ଲଲିତ ଜଗତଙ୍କୁ ଅତାବିରା ବ୍ଲକ ଜୟନ୍ତୀ ଯୁବକ ସଂଘ ବାବେବିରା ଦ୍ଵାରା ଆୟୋଜିତ ବିଶ୍ଵ ନାଟ୍ୟ ଦିବସ ଅବସରରେ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା
Read More...

ବ୍ଲକ ସ୍ତରୀୟ ଗାଁ ସାଥୀ ବନ୍ଧୁ ମିଳନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଗାଁ ସାଥୀମାନଙ୍କ ବନ୍ଧୁ ମିଳନ ସମାରୋହ କଣ୍ଟାଝୁଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁମିଳନ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆ, ଏ.ପି.ଓ
Read More...

ବାସନ୍ତିକ ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

ଚଂଗରିଆ, (କେପିଏନ୍‌ଏସ୍‌) : ଜୟ ମା' ପାଟଣେଶ୍ୱରୀ ମହାବିଦ୍ୟାଳୟ ଚଂଗରିଆଠାରେ ବାସନ୍ତିକ ସାହିତ୍ୟ ଆସର ସଭାପତି ଶୁସିଳ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡରୁ ମୁଖ୍ୟ ଅତିଥି ଭାବେ ସୁନାମଧନ୍ୟ କବି ଭିକାରୀ ଚରଣ ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଲାଠୋର ଉଚ୍ଚ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁବାଟିକା ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଆଲୋଚିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ଅଭିଭାବକମାନଙ୍କ ପ୍ରଶିକ୍ଷଣ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶିକ୍ଷା ବିକାଶ ସମିତିର ସମ୍ଭାଗ ଶିଶୁ
Read More...

ବ୍ରହ୍ମପୁରରେ ଓକେସିଏଲ୍‌ର ନିର୍ଦ୍ଦେଶକମାନଙ୍କ ଆଞ୍ଚଳିକ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓକେସିଏଲ୍‌ର ପାଠ୍ୟକ୍ରମ କାର୍ଯ୍ୟକାରୀ କରୁଥିବା ଅଧିକୃତ କେନ୍ଦ୍ର ନିର୍ଦ୍ଦେଶକମାନଙ୍କ ଆଞ୍ଚଳିକ ବୈଠକ ବ୍ରହ୍ମପୁରର ପ୍ରେମ ନଗର ମୁଖ୍ୟ ରାସ୍ତାରେ ଥିବା ରୋଟାରୀ ଶତାବ୍ଦୀ ସ୍ମାରକୀ ହଲରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଗଞ୍ଜାମ ଏନ୍‌ଏସିରେ ପୌର ଅଧ୍ୟକ୍ଷା ଭାବେ ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ପାଢ଼ୀ ବିଜୟୀ

ବ୍ରହ୍ମପୁର, (ସତ୍ୟନାରାୟଣ ପ୍ରଧାନ) : ଗଞ୍ଜାମ ଏନ୍‌ଏସି ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ପାଢ଼ୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପାର୍ଥିନୀ ଝୁଲି ପାତ୍ରଙ୍କଠାରୁ ୫୧ ଖଣ୍ଡ ଭୋଟ ବ୍ୟବଧାନରେ ପୌର ଅଧ୍ୟକ୍ଷା ପଦବୀ ନିମନ୍ତେ ବିଜୟୀ ହୋଇଛନ୍ତି
Read More...

ଆସନ୍ତା ୨୮ ଓ ୨୯ ତାରିଖ ଭାରତ ବନ୍ଦ ଡାକରା ଦେଇଛି ଇଉନାଇଟେଡ଼୍‌ ଟ୍ରେଡ଼୍‌ ୟୁନିୟନ୍ସ ଅଫ୍‌ ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୮ ଓ ୨୯ ତାରିଖ ଭାରତ ବନ୍ଦ ଡାକରା ଦେଇଛି ଇଉନାଇଟେଡ଼୍‌ ଟ୍ରେଡ଼୍‌ ୟୁନିୟନ୍ସ ଅଫ୍‌ ବଲାଙ୍ଗିର । ଜନତା ବଂଚାଅ, ଦେଶ ବଂଚାଅ ଓ ଚାଷୀ ବଂଚାଅ ନାରା ଦେଇ ବେକାରଙ୍କୁ ନିଯୁକ୍ତି, ଦରବୃଦ୍ଧି ବନ୍ଦ, ଶ୍ରମକୋଡ୍‌ ପ୍ରତ୍ୟାହାର, ସ୍କିମ୍‌ ଶ୍ରମିକ,
Read More...

ବୋଡାସମ୍ବର କୃଷକ ସଙ୍ଗଠନର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିବା ୧୦ ଘଣ୍ଟା ସମୟରେ ପଦ୍ମପୁର ଦିଲ୍ଲୀପ କଲ୍ୟାଣ ମଣ୍ଡପଠାରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାରଠାରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ପଦ୍ମପୁର ଏନ୍‌ଏସି, ପାଇକମାଲ ବ୍ଲକର ରାଜ ବୋଡାସମ୍ବର
Read More...

ଘରୋଇ ବସ୍ ସେବା ୨୯ ତାରିଖରେ ଜାରି ରହିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଭାରତ ବନ୍ଧ ଡ଼ାକରା ଯୋଗୁଁ ଜିଲ୍ଲା ବ୍ୟାପୀ ଆଗାମୀ ୨୮ ତାରିଖ ଦିନ ଘରୋଇ ବସ୍‌ ସେବା ବନ୍ଦ ରହୁଥିବା ବେଳେ ୨୯ ଦିନ ଘରୋଇ ବସ୍ ସେବା ଚାଲୁ ରହିବ ଓ ସମସ୍ତ ବସ୍ ଚଳାଚଳ କରିବ ବୋଲି ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି
Read More...

କର୍ମଚାରୀଙ୍କ ଦାୟିତ୍ୱହୀନତା : ୨୦ ଘଣ୍ଟା ପଡ଼ିରହିଲା ଶବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ଗୁଡ଼ାଏ ସମସ୍ୟା ଲାଗି ରହିଥିବା ବେଳେ ତାକୁ ସମାଧାନ କରିବା ପାଇଁ ସରକାରୀ ସ୍ତରରେ ସବୁବେଳେ ଅପ୍ରାଣ ଉଦ୍ୟମ କରୁଥିବା ଦେଖାଯାଇଥାଏ ମାତ୍ର ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଅନେକ ଗୁଡିଏ
Read More...