csstore

ଆସନ୍ତା ୨୮ ଓ ୨୯ ତାରିଖ ଭାରତ ବନ୍ଦ ଡାକରା ଦେଇଛି ଇଉନାଇଟେଡ଼୍‌ ଟ୍ରେଡ଼୍‌ ୟୁନିୟନ୍ସ ଅଫ୍‌ ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୮ ଓ ୨୯ ତାରିଖ ଭାରତ ବନ୍ଦ ଡାକରା ଦେଇଛି ଇଉନାଇଟେଡ଼୍‌ ଟ୍ରେଡ଼୍‌ ୟୁନିୟନ୍ସ ଅଫ୍‌ ବଲାଙ୍ଗିର । ଜନତା ବଂଚାଅ, ଦେଶ ବଂଚାଅ ଓ ଚାଷୀ ବଂଚାଅ ନାରା ଦେଇ ବେକାରଙ୍କୁ ନିଯୁକ୍ତି, ଦରବୃଦ୍ଧି ବନ୍ଦ, ଶ୍ରମକୋଡ୍‌ ପ୍ରତ୍ୟାହାର, ସ୍କିମ୍‌ ଶ୍ରମିକ, ଚୁକ୍ତିଭିତ୍ତିକ, ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ତଥା କୃଷକ ମାନଙ୍କର ଦାବୀ ଆଦି ୧୨ ଦଫା ଦାବୀ ନେଇ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି ।

jayashree
Leave A Reply

Your email address will not be published.