Daily Archives

ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକଙ୍କ ପ୍ରାର୍ଥୀପତ୍ର ଯାଂଚ କାର୍ଯ୍ୟକ୍ରମର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ତଥା ଫିସେରୀ ଏଣ୍ଡ୍‌ ଆନିମଲ୍‌ ରିସୋର୍ସ ଡେଭ୍‌ଲପ୍‌ମେଂଟ୍‌(ଏଡ଼ିଆର) ବିଭାଗର ସ୍ପେସିଆଲ୍‌ ସେକ୍ରେଟାରୀ ଗଙ୍ଗାଧର ନାୟକ ଆଜି ବଲାଙ୍ଗିର ମ୍ୟୁନିସିପାଲିଟି ଓ ପାଟଣାଗଡ ଏନ୍‌ଏସିର
Read More...

ମଧୁରଜଳ, ଯାଆଁଳା ଉତ୍ପାଦନ କେନ୍ଦ୍ର ଓ କ୍ଷୁଦ୍ର ମସ୍ୟ ଖାଦ୍ୟ ନିର୍ମାଣ ଶିଳ୍ପ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଶତ୍ରୁସୋଲ ଗ୍ରାମରେ ମଧୁର ଯାଆଁଳା ଉପାଦାନ କେନ୍ଦ୍ର ଓ କ୍ଷୁଦ୍ର ମସ୍ୟ ଖାଦ୍ୟ ନିର୍ମାଣ ଶିଳ୍ପ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାହା ଓଡ଼ିଶାରେ ଗଂଜାମ ବ୍ଲକ ପ୍ରଥମ
Read More...

ଦାମୋଦରପୁରରୁ ପ୍ରଚାର ଆରମ୍ଭ କଲା ବିଜେଡି, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଚେୟାରମ୍ୟାନ ପାର୍ଥିନୀ ଜୁଲି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଗଞ୍ଜାମ ପୌରାଞ୍ଚଳରେ ନିର୍ବାଚନ ଉଷ୍ମତା ସେତିକି ବୃଦ୍ଧି ପାଉଛି । ବୁଧବାର ପାର୍ଥୀପତ୍ର ଯାଞ୍ଚ ପରେ ବିଜେଡି ପ୍ରଥମେ ଦାମୋଦରପୁର ଗ୍ରାମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛି । ବିଜେଡି ଅଧ୍ୟକ୍ଷା ପାର୍ଥିନୀ ଜୁଲି
Read More...

ଦେବରାଜ ନାଗ ବଲାଙ୍ଗିର ପୌର ପରିଷଦ ୨ ନମ୍ବର ୱାର୍ଡର କାଉନ୍‌ସିଲର୍‌ ପ୍ରାର୍ଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ନିର୍ବାଚନ ପାଇଁ ବଲାଙ୍ଗିର ସହରରେ ତାତି ଆରମ୍ଭ ହୋଇଯାଇଥିବା ବେଳେ ନିର୍ବାଚନ ରଣାଂଗନରେ ପଦାର୍ପଣ କରିଥିବା ପ୍ରାର୍ଥୀମାନେ ଏବେ ଭୋଟର୍‌ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଶାନ୍ତିପଡ଼ାର ଦେବରାଜ ନାଗ ବଲାଙ୍ଗିର ପୌର ପରିଷଦ ୨ ନମ୍ବର ୱାର୍ଡର
Read More...

ଅଗ୍ନି ବିପନ୍ନଙ୍କୁ ରେଡକ୍ରସ ପକ୍ଷରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାଶିବ ରାତ୍ରି ସଂନ୍ଧ୍ୟା ସମୟରେ କୌଣସି ଏକ କାରଣରୁ ଡେଲାଂଗ ବ୍ଲକ ଅନ୍ତର୍ଗତ ହୁମର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ଘର ସଂପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ ସମସ୍ତ ଆସବାବ, ଜରୁରୀ କାଗଜପତ୍ର,
Read More...

ଜିଲ୍ଲାରେ ପୌର ନିର୍ବାଚନ ୨୦୨୨ : ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ପୂର୍ବକ ନିର୍ବାଚନ ପରିଚାଳନା ଉପରେ ପର୍ଯ୍ୟବେକ୍ଷକଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ପୌର ସଂସ୍ଥାର ସାଧାରଣ ନିର୍ବାଚନ-୨୦୨୨ ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ତା ୨୪/୦୩/୨୨ରେ ଅନୁଷ୍ଠିତ ହେବ । ନିର୍ବାଚନକୁ ଅବାଧ,
Read More...

ହରିଶଙ୍କରରେ ନେହେରୁ ଯୁବ କେନ୍ଦ୍ର ଓ ଜୟତରୁଣ ଯୁବକ ସଂଘ ପକ୍ଷରୁ ଜଳ ଜାଗରଣ ଅଭିଯାନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ଜୟତରୁଣ ଯୁବକ ରେଙ୍ଗାଲଜୁରୀ ମିଳିତ ଆନୁକୂଲ୍ୟରେ ଜଳ ସଂରକ୍ଷଣ ଅଭିଯାନ ହରିଶଙ୍କର ସ୍ଥିତ ସିଆର୍‌ସି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରିଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ିଆ ମୁଖ୍ୟ ଅତିଥି,
Read More...

ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଗତକାଲି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ.ସୁରେଶ ପ୍ରସାଦ ଷଡଙ୍ଗୀ ପରିଚାଳନାରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର
Read More...

ଛତାପିପଲରେ ମହିମା ଯଜ୍ଞ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ବନ୍ଧପଡ଼ା ପଞ୍ଚାୟତର ଛତାପିପଲ ହରିଜନପଡ଼ାରେ ଗତ ସୋମବର ଦିନ ଆରମ୍ଭ ହୋଇଥିବା ମହିମାଯଜ୍ଞ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ଯଜ୍ଞରେ ଗାଁର ଶତୃଘ୍ନ ନାଗ ଓ ଶ୍ରୀମତୀ ଶାଖା ନାଗ ଯଜ୍ଞକର୍ତ୍ତା ଭାବେ ଦାୟିତ୍ୱ ନେଇଥିବା ବେଳେ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୪ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...