Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ପଟୁଆପାଲି ଓ କୁଟାସିଂହା ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ଝାଙ୍କରପାଲି ଗ୍ରା.ପ.ରୁ ଜଣେ, ବଲାଙ୍ଗିର
Read More...

ପୌର ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ ରାଜନୈତିକ ଦଳ ମାନଙ୍କ ସହ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲାରେ ପୌର ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ ରାଜନୈତିକ ଦଳମାନଙ୍କ ସହ ଏକ ବୈଠକ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ
Read More...

କ୍ଷୁଦ୍ର ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଣ୍ଡୋଲମାଲ ସ୍ୱୟଂସହାୟିକା ଗୋଷ୍ଠୀରୁ ୩୦ ଜଣ ପ୍ରାପ୍ତ ବୟସ୍କା ମହିଳାମାନଙ୍କୁ ନେଇ ଚାଲିଥିବା କ୍ଷୁଦ୍ର ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ନାବାର୍ଡ ସହାୟତାରେ ଓ ଦେବଦତ୍ତ କ୍ଲବ
Read More...

ଝରକା ତାଡି ଚୋରି କରି ନେଇଥିବା ଅଭିଯୋଗ

କଟକ : କଟକ ବିଡାନାସୀ ଥାନା ଅନ୍ତର୍ଗତ ଚହଟା ଲେନ ୱାନରେ ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ତିନୋଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତିନୋଟି ଘରର ଝରକା ତାଡି ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ କଟକ ବିଡାନାସୀ ଥାନା ଅନ୍ତର୍ଗତ ଚହଟା ଲେନ ୱାନରେ ଗତକାଲି
Read More...

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହରରେ ଥିବା ବିଭିନ୍ନ ପ୍ରାର୍ଥୀଙ୍କର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳଙ୍କ ପକ୍ଷରୁ ଫର୍ମ ଗୁଡ଼ିକ ଯାଞ୍ଚ କରାଯାଇଛି । ମୋଟ ୮୫ଟି ନାମାଙ୍କନ ପତ୍ର ଯାଞ୍ଚ ହୋଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ କଟିଯାଇଥିବା ସୂଚନା
Read More...

ଭବାନୀପାଟଣା – ପୁରୀ ଭାୟା ବଲାଙ୍ଗିର ଟ୍ରେନ ଚାଲୁ : ଜିଲ୍ଲା ରେଳ ଉପଭୋକ୍ତ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଗୋପବନ୍ଧୁ ପୁରୋହିତ ଅଧିବେଶନର ବିବରଣୀ ପଠନ କରିଥିଲେ ଏବଂ ତାହା
Read More...

ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷ୍ୟା ନମିତା ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ଜେଲ ଗଲେ ବିଶ୍ୱନାଥପୁର ଡିଗ୍ରୀ କଲେଜର କୋଟିପତି ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁ

କଳାହାଣ୍ଡି, (ପି. କେ. ସାହୁ) : ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବିଶ୍ୱନାଥପୁରସ୍ଥିତ ମା' ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଜେଲ୍ ଯିବାକୁ ପଡିଛି । ଗତକାଲି ଦିନ ତମାମ ତାଙ୍କ ବିଶ୍ୱନାଥପୁର ଓ ଭୁବନେଶ୍ୱରସ୍ଥିତ ଘର ତଥା ପୋଖରୀବନ୍ଧ ଓ
Read More...

ବିହନ କମ୍ପାନୀ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ

କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ପଞ୍ଚାୟତ ଅଧିନ ନୂଆଗୁଡା ଗ୍ରାମରେ ଆଜି ଏକ ବିହନ କମ୍ପାନୀ ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ଟିବିଏଲ ସୋମ୍ୟକାନ୍ତ ହୋତା, ଆଇଏମ୍‌ଡିଆର୍‌
Read More...

ୟୁକ୍ରେନରୁ ସୁରକ୍ଷିତ ଭାବରେ ଘରକୁ ଫେରିଲେ ଓଡିଆ ଛାତ୍ର ପ୍ରଦ୍ୟୁମ୍ନ କେଶରୀ ନାୟକ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କୁରୁଣ୍ଟି ଗ୍ରାମର ଛାତ୍ର ପ୍ରଦ୍ୟୁମ୍ନ କେଶରୀ ନାୟକ ୟୁକ୍ରେନ୍‌କୁ ଏମ୍‌ବିବିଏସ୍ ପାଠ ପଢିବାକୁ ଯାଇଥିଲେ । କିନ୍ତୁ ଯୁଦ୍ଧ ପାଇଁ ସେ ସେଠାରେ ଭୟଭୀତ ଅବସ୍ଥାରେ ରହିଯାଇଥିଲେ । ଯୁଦ୍ଧ ମଧ୍ୟରେ ଓଡ଼ିଆ
Read More...
error: Content is protected !!