Daily Archives

ପିଙ୍ଗୁଆ ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ ପାଳିତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ଏବଂ ୟୁଥ ରେଡ଼କ୍ରସର ମିଳିତ ଉଦ୍ୟମରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଏବଂ ୟୁଥ ରେଡ଼କ୍ରସ ସଂଯୋଜନା ଅଧ୍ୟାପକ
Read More...

ମହିଳା ସଶକ୍ତିକରଣରେ ନ୍ୟାୟିକ କ୍ଷମତାକୁ ଅଗ୍ରାଧିକାର ଦେବା ବାଞ୍ଛନୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ବିଜୁ ଲିଗାଲ ସେଲ୍ ଅବା ବିଜୁ ଆଇନ ସମ୍ମୁଖ୍ୟ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଆଇନଜ୍ଞ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନାରୀ ନେତ୍ତୃତ୍ୱ ନେଇ ଏକ
Read More...

ହାପି ମୋମେନ୍ଟସ୍ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ସିଡବ୍ଲ୍ୟୁଏସ୍‌ ହସପିଟାଲର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ସିଡବ୍ଲ୍ୟୁଏସ୍‌ ହସପିଟାଲଠାରେ ଅନୁଷ୍ଠିତ ହୋଇଯାଇଛି । ହାପି ମୋମେନ୍ଟସ୍ ଓ ଇଣ୍ଡିଆନ
Read More...

ରାଜସ୍ଥାନ ପରିଷଦ ତରଫରୁ କାବ୍ୟସଂଧ୍ୟା ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜସ୍ଥାନ ପରିଷଦର ସ୍ୱର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ କାବ୍ୟ ସଂଧ୍ୟା ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପରିଷଦର ମୁଖ୍ୟ ଶୈଳେନ୍ଦ୍ର ମାରୋଠିଆ(ପମି) ଅମର ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଚଳିତ
Read More...

ଅସୁବିଧାରେ ଇମ୍ରାନ ଖାନ

ଇସ୍‌ଲାମାବାଦ: ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏକ ଅବିଶ୍ୱାସର ଆଭିମୁଖ୍ୟ ଗ୍ରହଣ କରି ତାଙ୍କ ପଦବୀରୁ ହଟାଇବାକୁ ଦାବୀ କରିଛନ୍ତି । ପିଏମ୍‌ଏଲ୍‌-ଏନ୍‌ ମୁଖପାତ୍ର ମରିୟମ ଆଉରଙ୍ଗଜେବ କହିଛନ୍ତି ଯେ, ପାକିସ୍ତାନ ମୁସଲିମ ଲିଗ-ନୱାଜ
Read More...

ବସୁଧା ଜଳ ଭଣ୍ଡାର ଚାଳକଙ୍କୁ ପାଉଣା ମିଳୁନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରେ ପ୍ରାୟ ପନ୍ଦର ଶହ ଲୋକ ବସବାସ କରନ୍ତି । ପ୍ରାୟ ପାଞ୍ଚ ବର୍ଷ ହେବ ପାଣି ଚାଳକ ଲଲିତ ଧାରୁଆଙ୍କୁ ପାଉଣା ମିଳୁନଥିବା ଅଭିଯୋଗ ହେଉଛି । ଏନେଇ ଅନେକ ଥର ସରପଞ୍ଚ, ସମିତି ସଭ୍ୟ, ପିଏଚ୍‌ଡି କାର୍ଯ୍ୟାଳୟର
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ବାଇକକୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକଟି ସେମାନଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୨କୁ ବୃଦ୍ଧି ପାଇଛି । ମୃତକ ପୁରୀ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ମାଲକାନଗିରିରେ ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ବିମାନ ବନ୍ଦର ପ୍ରତିଷ୍ଠା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାଲକାନଗିରିରେ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ବିମାନ ବନ୍ଦର ପ୍ରତିଷ୍ଠା କରିବେ । ୨୦୨୪ ଜାନୁଆରୀ ସୁଦ୍ଧା ଏହା କାର୍ୟ୍ୟକ୍ଷମ ହେବ । ୨୯ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରିଛି । ବିମାନ ବନ୍ଦର ପ୍ରତିଷ୍ଠା ହେଲେ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ତରଫରୁ ମହିଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପବନ କୁମାର ତିବାରୀଙ୍କ ନିର୍ଦ୍ଦେଶନାରେ କସ୍ତୁରବା ଗାନ୍ଧୀ ମାଟ୍ରିକିନେଟାନ୍ ଅନାଥ ଆଶ୍ରମ ପାଇକମାଲରେ ଛୋଟ ଶିଶୁ ଏବଂ କର୍ମଚାରୀଙ୍କ ସହ ମହିଳା ଦିବସ ପାଳନ କରାଯାଇଥିଲା । ଓଡିଶା ଓପିଏସ୍ ବିଏନ୍‌
Read More...