pakka

ମାଲକାନଗିରିରେ ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ବିମାନ ବନ୍ଦର ପ୍ରତିଷ୍ଠା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାଲକାନଗିରିରେ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ବିମାନ ବନ୍ଦର ପ୍ରତିଷ୍ଠା କରିବେ । ୨୦୨୪ ଜାନୁଆରୀ ସୁଦ୍ଧା ଏହା କାର୍ୟ୍ୟକ୍ଷମ ହେବ । ୨୯ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରିଛି । ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

fourteen − 12 =