pakka

ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକଙ୍କ ପ୍ରାର୍ଥୀପତ୍ର ଯାଂଚ କାର୍ଯ୍ୟକ୍ରମର ପରିଦର୍ଶନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ତଥା ଫିସେରୀ ଏଣ୍ଡ୍‌ ଆନିମଲ୍‌ ରିସୋର୍ସ ଡେଭ୍‌ଲପ୍‌ମେଂଟ୍‌(ଏଡ଼ିଆର) ବିଭାଗର ସ୍ପେସିଆଲ୍‌ ସେକ୍ରେଟାରୀ ଗଙ୍ଗାଧର ନାୟକ ଆଜି ବଲାଙ୍ଗିର ମ୍ୟୁନିସିପାଲିଟି ଓ ପାଟଣାଗଡ ଏନ୍‌ଏସିର ପ୍ରାର୍ଥୀପତ୍ର ଯାଂଚ କାର୍ଯ୍ୟକ୍ରମର ପରିଦର୍ଶନ କରି ନିର୍ବାଚନ ଅଧିକାରୀ ଓ ପୌର ନିର୍ବାହୀ ଅଧିକାରୀଙ୍କ ସହିତ ପୌର ନିର୍ବାଚନ ୨୦୨୨ ସୁପରିଚାଳନା ପାଇଁ ଯାଂଚ ସମ୍ବନ୍ଧୀୟ ଗାଇଡ୍‌ ଲାଇନ୍‌ ସଂପର୍କରେ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

seven + 13 =

error: Content is protected !!