Daily Archives

ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ସହିତ ବଲାଙ୍ଗିର ଜିଲ୍ଲାର ବିଜୁ ଜନତା ଦଳର ବିଜୟୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ସହିତ ବଲାଙ୍ଗିର ଜିଲ୍ଲାର ବିଜୁ ଜନତା ଦଳର ବିଜୟୀ ପ୍ରାର୍ଥୀଙ୍କ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଶୈଳେଶ୍ରୀ ପେଲେସ ଠାରେ ଏହି ଉତ୍ସବ ପାଳିତ ହୋଇଥିବା ବେଳେ ତ୍ରିସ୍ତରୀୟ ପଂଚାୟତ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୧୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...

ମହା ଶିବରାତ୍ରିରେ ନିଷ୍ଠା ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମ ଗ୍ରାମର ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ପୀଠ ଠାରେ ପବିତ୍ର ମହା ଶିବରାତ୍ରି ଅବସରରେ ନିଷ୍ଠା ପରିବାର ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ବରଗଡ ସଦର ଆଇଆଇସି
Read More...

ରାଜବୋଡାସମ୍ବର ବ୍ଲକ ଜୋନ ନଂ ୩ରେ ମକରଧ୍ୱଜ ବଗାର ଜିଲ୍ଲାପରିଷଦ ସଭ୍ୟ ଭାବେ ନିର୍ବାଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକର ୩ ନଂ ଜୋନରେ ଭାରତୀୟ ଜନତା ପାର୍ଟିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ରୂପେ ଛିଡ଼ା ହୋଇଥିବା ମକରଧ୍ୱଜ ବଗାର ବହୁ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ସଂଯୁକ୍ତା ମାଝୀ ବିଜୁଜନତା ଦଳ
Read More...

ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ ନଂ.୨ରେ ବିଜୁ ଜନତା ଦଳର ପ୍ରାର୍ଥିନୀ ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଳକର ଜିଲ୍ଲା ପରିଷଦ ଜୋନ୍ ନଂ.୨ରେ ବିଜୁ ଜନତା ଦଳର ପ୍ରାର୍ଥିନୀ ମଞ୍ଜୁଲତା ଧରୁଆ ବିଜୟୀ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ସବିତା ମାଝୀଙ୍କ ଠାରୁ ୭୦୦୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜୁ ଜନତା ଦଳର
Read More...

କେନ୍ଦ୍ରୀୟ ପଣ୍ୟାଗାର ପରିସରରୁ ଶ୍ରମିକଙ୍କ ମୃତ​‌ଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ମଶାକଣି କେନ୍ଦ୍ରୀୟ ପଣ୍ୟାଗାର ପରିସରରୁ ଜଣେ ଅଜଣା ଶ୍ରମିକଙ୍କ ମୃତ ଦେହକୁ ମାର୍ଶାଘାଇ ପୋଲିସ ଉଦ୍ଧାର କରିଥିବା ଜରାପଡିଛି । ମଶାକଣି କେନ୍ଦ୍ରୀୟ ପଣ୍ୟାଗାର ପରିସରରେ ଏକ ନୂତନ ଗୃହ ନିର୍ମାଣାଧୀନ ଥିବା ବେଳେ ସେଠାରେ କିଛି ଶ୍ରମିକ
Read More...

ମ.ରାମପୁର ସରପଞ୍ଚ ହେଲେ ବୀଣାପାଣି ସାହୁ

ମ.ରାମପୁର, (ହେମନ୍ତ ସାହୁ) : ଅଣସଂରକ୍ଷିତ ମହିଳା ବର୍ଗଙ୍କ ପାଇଁ ରହିଥିଲା ମ.ରାମପୁର ଗ୍ରାମ ପଞ୍ଚାୟତ । ସଦର ଗ୍ରାମ ପଞ୍ଚାୟତ ହୋଇଥିବା କାରଣରୁ ଉପଯୁକ୍ତ ପ୍ରାର୍ଥୀ ନହେଲେ ପଞ୍ଚାୟତ ଚଳାଇବା ଗୋଟେ ପ୍ରକାର ଅସମ୍ଭବ । ଏଣୁ ସମାଜସେବୀ ସତ୍ୟ ନାରାୟଣ ସାହୁ ନିଜ ଧର୍ମପତ୍ନୀଙ୍କୁ ଏହି
Read More...

ସମିତିରେ ବିଶ୍ୱାଳ ଦମ୍ପତ୍ତି

ମ.ରାମପୁର, (ହେମନ୍ତ ସାହୁ) : ଜୀବନ ସାଥୀ । ସୁଖରେ ଦୁଃଖରେ ଛାଇ ପରି । ତେବେ ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ ସମାଜସେବାରେ ବି ନିଜ ଧର୍ମପତ୍ନୀଙ୍କୁ ବାଦ ଦିଅନ୍ତିନି । ପୂର୍ବରୁ ସରପଞ୍ଚ ରହିଥିବା ନିଜର ଧର୍ମପତ୍ନୀ ଏଥର ସିଂହପୁର ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ଭାବରେ ନିର୍ବାଚିତ
Read More...

ଯୁଦ୍ଧ ନୁହେଁ, ଶାନ୍ତି ପାଇଁ ପ୍ରାର୍ଥନା କଲେ ପରିବେଶ କର୍ମୀ ଆଇନଜୀବୀ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ 'ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାଁହୁ'ର ପ୍ରାର୍ଥନା ବିଶ୍ୱ ସମୁଦାୟଙ୍କ ଉଦ୍ଦେଶ୍ୟରେ ଗତକାଲି କରାଯାଇଛି । ରୁଷ ଯୁଦ୍ଧରୁ ବିରତ ରହିବା ସହ ବିଶ୍ୱ
Read More...

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆଇନ କଲେଜ ପରିସରରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂପାଦକ ଗୋପବନ୍ଧୁ ପୁରୋହିତ ବିବରଣୀ ପଠନ କରିଥିଲେ ଏବଂ ତାହା ସର୍ବସମ୍ମତିକ୍ରମେ
Read More...