Daily Archives

ବଲାଙ୍ଗିର ଠାରେ ଆନ୍ତର୍ଜାତିକ ହ୍ୱିଲ୍‌ ଚେୟାର୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶାରୀରିକ ଭିନ୍ନକ୍ଷମ, ମସ୍ତିଷ୍କ ପକ୍ଷାଘାତ ତଥା ଚଳନବାଧି ଦିବ୍ୟାଙ୍ଗମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ହ୍ୱିଲ୍‌ ଚେୟାର ଦିବସ ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ପତାକା ଦେଖାଇ ହ୍ୱିଲ୍‌
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଗୁଡଭେଲା ବ୍ଲକ ତେନ୍ତୁଳିଖୁଣ୍ଟି ଗ୍ରା.ପ.ରୁ ଜଣେ ଓ ବେଲପଡା ବ୍ଲକ ମଣ୍ଡଳ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ମର୍‌ବାର୍‌ ସାଜୋ

ମଦନର୍‌ ମନ୍‌ ବଡ଼ା ଦୁଖ୍‌ । ବାଏବିଛୋ ହେଇଯଉଛେ । ସରପଁଚ୍‌ ଟେ ହେବାର୍‌ ଲାଗି ତିନ୍‌ ଖେପ୍‌ ହେଲାନ’ ଖଦିଆ ଖୁଚୁଛେ ଯେ କେଭେ ସଜ୍‌ ନେଇଁ ହଉଛେ । ପହେଲା ଥରର୍‌ କଥା ଟିକେ ଦୁସ୍‌ରା ଆଏ । ହେଲେ ଗଲା ଥରର୍‌ ଇଲେକ୍‌ସନ୍‌ ଥି ୧୨ଟା ଭୋଟ୍‌ ଥି ହାରିଗଲା । ହେଥିର୍‌ ଲାଗି ଇ’ ଖେପି ସୁନା
Read More...

ଅଣସଂରକ୍ଷିତ ଆସନରେ ପୁରୁଷଙ୍କୁ ପଛରେ ପକାଇ କେତକୀ ଦଣ୍ଡିଆ ହେଲେ ସରପଞ୍ଚ : ଗୃହିଣୀରୁ ଏବେ ପଞ୍ଚାୟତ ମୁଖ୍ୟ

ମ.ରାମପୁର, (ହେମନ୍ତ ସାହୁ) : ଆସନଟି ରହିଥିଲା ଅଣସଂରକ୍ଷିତ । ପୁରୁଷ ପ୍ରତିଦ୍ୱନ୍ଦୀଙ୍କ ସହିତ ଏହି ମଇଦାନରେ ଜଣେ ଗୃହିଣୀ ନିଜକୁ ସଜ କରିଥିଲେ । ଭୋଟରଙ୍କ ପାଖକୁ ଗଲେ, ଭୋଟ ଭିକ୍ଷା କଲେ । ଲୋକଙ୍କ ଆସ୍ଥା ଭାଜନ ହେଲେ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତରେ
Read More...

ୟୁକ୍ରେନ ଯୁଦ୍ଧରୁ ଶିକ୍ଷା

ସୌମେନ୍ଦ୍ର ଜେନା ପୂର୍ବାନୁମାନ ମୁତାବକ ୟୁକ୍ରେନ ଉପରେ ରୁଷିଆର ସେନା ଆକ୍ରମଣ ଆରମ୍ଭ କରିଦେଇଛି । ୨୦୧୩ରୁ ଯୋଜନାବଦ୍ଧ ଭାବେ ଡୋନେସ୍କ ଏବଂ ଲୁଗାନସ୍କରେ ରୁଷିଆ ଯେଉଁ ଅସ୍ଥିରତା ଜାରି ରଖିଥିଲା ତାର ପ୍ରମାଣ ସ୍ୱରୂପ ଏହି ଦୁଇଟି ଅଞ୍ଚଳକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ନିଜ ଆଡୁ ଦେଇଛି
Read More...

ୟୁକ୍ରେନ୍‌-ରୁଷ୍‌ ଗୁଳି ବିନିମୟରେ ଖାର୍‌କିଭ୍‌ରେ ଜଣେ ଭାରତୀୟ ଛାତ୍ର ନିହତ

ନୂଆଦିଲ୍ଲୀ : ୟୁକ୍ରେନ୍‌-ରୁଷ୍‌ ଗୁଳି ବିନିମୟରେ ଖାର୍‌କିଭ୍‌ରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି । ବୈଦେଶିକ ମନ୍ତ୍ରଣାଳୟ ଟୁଇଟ୍‌ କରି ଏହି ସୂଚନା ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଗଭୀର ଦୁଃଖର ସହ ଆମେ ନିଶ୍ଚିତ କରୁଛୁ ଯେ, ଆଜି ସକାଳେ ଖାର୍‌କିଭ୍‌ରେ ଗୁଳି
Read More...

ଶିବରାତ୍ରି

ଶିବ ମଙ୍ଗଳମୟ, ଆଶୁତୋଷ, ଅଳ୍ପ ପୂଜାରେ ସେ ସନ୍ତୁଷ୍ଟ ହୁଅନ୍ତି । ସନତ୍ କୁମାରଙ୍କ ମତ ଅନୁଯାୟୀ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଦଶଗୋଟି ବ୍ରତ ଅଛି । ତନ୍ମମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବସିଦ୍ଧି ପ୍ରଦାୟକ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । କେତେକ ଶ୍ରୁତିରେ ମାଘ
Read More...

ସହରର ଚନ୍ଦ୍ରଶେଖର ମନ୍ଦିରରେ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ଦେବାଧିଦେବ ମହାଦେବଙ୍କୁ ପୂଜା କରଯାଏ । ଏହା ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ
Read More...

କାଇଁଶିର ପଂଚାୟତରେ ନୂତନ ସରପଞ୍ଚ ଭାବେ ନିର୍ବାଚିତ ହେଲେ ଅହଲ୍ୟା ସେଠ୍

ବରପାଲି, (ପୁସ୍ତମ ଯୁଆଡି) : ବରପାଲି ବ୍ଲକ ଜୋନ୍ ନଂ. ୨ର କାଇଁଶିର ଗ୍ରାମ ପଂଚାୟତରେ ନୂତନ ସରପଞ୍ଚ ଭାବେ ନିର୍ବାଚିତ ହେଲେ ଅହଲ୍ୟା ସେଠ୍ । ମୋଟ ୫ଜଣ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସେ ଏହି ବିଜୟ ହାସଲ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରେଖାରାଣୀ ବେହେରାଙ୍କ ଠାରୁ ୯୫ ଖଣ୍ଡ
Read More...

ସ୍କାନ ଷ୍ଟିଲ କାରଖାନାରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳ ସ୍ଥିତ ସ୍କାନ ଷ୍ଟିଲ ୟୁନିଟ୍ ୨ କାରଖାନାରେ ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଗଙ୍ଗାଜଳ ଗ୍ରାମର ପଟ୍ଟନାୟକ ଲାକଡା (୫୦) ବୋଲି ଜଣାପଡିଛି । ସେ ସ୍କାନ ଷ୍ଟିଲରେ ଦୀର୍ଘ
Read More...