pakka

ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ ନଂ.୨ରେ ବିଜୁ ଜନତା ଦଳର ପ୍ରାର୍ଥିନୀ ବିଜୟୀ

bbehera

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଳକର ଜିଲ୍ଲା ପରିଷଦ ଜୋନ୍ ନଂ.୨ରେ ବିଜୁ ଜନତା ଦଳର ପ୍ରାର୍ଥିନୀ ମଞ୍ଜୁଲତା ଧରୁଆ ବିଜୟୀ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ସବିତା ମାଝୀଙ୍କ ଠାରୁ ୭୦୦୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥିନୀ ମଞ୍ଜୁଲତା ଧରୁଆ ୧୨୩୨୨ ଖଣ୍ଡ ଭୋଟ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟିର ସବିତା ମାଝୀ ୫୩୧୩ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ରମନ୍ତି ମାଝୀ ୫୧୬୪ ଖଣ୍ଡ, ବହୁ ଜନ ସମାଜବାଦୀ ପାର୍ଟିର ପ୍ରାର୍ଥିନୀ ଜ୍ୟୋତ୍ସ୍ନା ମାଝୀ ୩୨୯ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ବିଜୟକୁ ନେଇ ଅଞ୍ଚଳରେ ବିଜୁ ଜନତା ଦଳର କର୍ମୀ ତଥା ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

jay balangir
Leave A Reply

Your email address will not be published.

nine + thirteen =