Monthly Archives

January 2022

ବନ୍ଧୁକ ମୁନରେ ଲୁଟିଲେ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୬ ଜଣ ମୁଖାପିନ୍ଧା ଡ଼କାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଗଣେଶ ସାହୁଙ୍କୁ ଆକ୍ରମଣ କରି ଡ଼କାୟତି କରିଥିବା ବେଳେ ଘରୁ ନଗଦ ୬
Read More...

ଅସହାୟଙ୍କ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳଷ୍ଟେସନରୁ ଉଦ୍ଧାର ହୋଇଥିବା ଅଚିହ୍ନା ଗୁରୁତର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଏହି ଯୁବକଙ୍କ କୌଣସି ପରିଚୟ ମିଳିନପାରିବ ଯୋଗୁଁ ସୋସିଆଲ ମିଡିଆରେ
Read More...

ଭାରତୀୟ କିଷାନ ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବୀପତ୍ର

କଟକ : ଭାରତୀୟ କିଷାନ ସଂଘ କଟକ ଓଡ଼ିଶା ପକ୍ଷରୁ କଟକ ସଦର ବ୍ଲକ ବାରଙ୍ଗ, ନିଶ୍ଚିନ୍ତକୋଇଲି, ମାହାଙ୍ଗା, ବାଙ୍କୀ ୧, ବାଙ୍କୀ ୨, ଆଠଗଡ଼, କଣ୍ଟାପଡା, ତିଗିରିଆ ଆଦି ବହୁ ବ୍ଲକର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏମ୍‌ଏସ୍‌ପିର ମୂଲ୍ୟ ବୃଦ୍ଧି କରିବା ନେଇ କାର୍ଯ୍ୟକର୍ତା ବର୍ଗ ମହାମହିମ
Read More...

ମଙ୍ଗଳୁ ବିଶ୍ୱାଳଙ୍କ ବିୟୋଗରେ ନାଟ୍ୟ ସଂସ୍ଥା ‘ସପ୍ତରଙ୍ଗ’ର ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁରୀ କୋଶଲୀ ନାଟ୍ୟ ଜଗତର ପ୍ରବାଦ ପୁରୁଷ ତଥା ଆନ୍ତର୍ଜାତୀକ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଭୁଖା”ର ପଟ୍ଟକଥା ଓ ସଂଳାପ ଲେଖକ ଡ. ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ବିୟୋଗରେ ନାଟ୍ୟ ସଂସ୍ଥା ‘ସପ୍ତରଙ୍ଗ’ ଦ୍ୱାରା ଶୋକସଭା ପାଳିତ ହୋଇଯାଇଛି । ନାଟ୍ୟଭୂଷଣ
Read More...

ଦୁର୍ଘଟଣା ଗ୍ରସ୍ତ ଅସହାୟ ଯୁବକଙ୍କୁ ଚିକିତ୍ସାଳୟ ପହଞ୍ଚାଇଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସଡକ ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡି ଛଟ ପଟ ହେଉଥିବା ଜଣେ ଯୁବକଙ୍କୁ ଚିକିତ୍ସାଳୟ ପହଞ୍ଚାଇଲା ସଂକଳ୍ପ ପରିବାର । ସୂଚନା ଅନୁସାରେ ଆଜି ୧୧ଟା ସମୟରେ ଝିପି ଝିପି ବର୍ଷା ହେଉଥିବା ବେଳେ ବରଗଡ଼ ଏ-ୱାନ୍‌ ଢାବା ନିକଟରେ ବାଇକରୁ ଖସି ଯାଇ ଗୁରୁତର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୬ : ବଲାଙ୍ଗିର ମ୍ୟୁନିସିପାଲିଟିରୁ ୯୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୬ ରହିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟିରୁ ୯୧ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଅଞ୍ଚଳରୁ ୬ଜଣ, ବଲାଙ୍ଗିର ବ୍ଲକ ଅଞ୍ଚଳରୁ ୯ଜଣ,
Read More...

ଲୁଟେରାଙ୍କୁ କାବୁ କଲେ ଲୋକେ : ଉତ୍ତମ ମଧ୍ୟମ ଦେଲେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଖେମ୍ବେଶ୍ୱରୀପାଲି କଲେଜଛକଠାରେ ୧ ଲକ୍ଷ ଟଙ୍କା ଲୁଟ କରୁଥିବା ବେଳେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବାଗଦୁଲି ଗ୍ରାମର ଗଣେଶ ରଣା ଓ ପ୍ରଫୁଲ୍ଲ ବଗର୍ତ୍ତି ଖମ୍ବେଶ୍ୱରୀପଲି ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା
Read More...

ଓସିଏସ୍‌ ମେନ୍‌ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ମହାମାରୀ ପୁଣି ହୁହୁ ହୋଇ ବଢିବାରେ ଲାଗିଲାଣି । ତେବେ କରୋନା ସ୍ଥିତି ସ୍ୱାଭାବିିକ ନ ହେବା ଯାଏ ଓଡିଶା ସିଭିଲ ସର୍ଭିସ ମେନ୍‌ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି ପରୀକ୍ଷାର୍ଥୀ । ଆସନ୍ତା ୨୦ରୁ ପରୀକ୍ଷା
Read More...

କର୍ଣ୍ଣାଟକରେ ଚାଲିଥିବା କଂଗ୍ରେସର ପଦଯାତ୍ରା ଅଧାରୁ ବନ୍ଦ

କର୍ଣ୍ଣାଟକ : ଦେଶରେ କରୋନା ମହାମାରୀର ପ୍ରାଦୁର୍ଭାବ ପୁଣି ବଢିବାରେ ଲାଗିଲାଣି । ତେବେ ଏହାକୁ ଆଖି ଅଗରେ ରଖି କର୍ଣ୍ଣାଟକରେ ଚାଲିଥିବା କଂଗ୍ରେସ ପଦଯାତ୍ରାକୁ ଗୁରୁବାର ଅଧାରୁ ବନ୍ଦ କରି ଦିଆଯାଇଥିବା ସୂଚନା ମଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ କରି ଦଳୀୟ କର୍ମକର୍ତ୍ତାଙ୍କୁ
Read More...

ଓମିକ୍ରନ୍ ଯୋଗୁଁ ଆସନ୍ତା ୪ ସପ୍ତାହ ପାଇଁ ବିଶ୍ୱବ୍ୟାପୀ ୱିପ୍ରୋର ସମସ୍ତ କାର୍ଯ୍ୟାଳୟ ବନ୍ଦ

ନୂଆଦିଲ୍ଲୀ : ଓମିକ୍ରନ୍ ଯୋଗୁଁ ବେଙ୍ଗାଲୁରୁ ସ୍ଥିତ ପ୍ରମୁଖ ଆଇଟି କମ୍ପାନୀ ୱିପ୍ରୋ ସମଗ୍ର ବିଶ୍ୱରେ ଥିବା ନିଜର ସମସ୍ତ ଅଫିସକୁ ଆସନ୍ତା ଚାରି ସପ୍ତାହ ପାଇଁ ସର୍ବଭାରତୀୟ ସ୍ତରରେ ଏହାର କାର୍ଯ୍ୟାଳୟ ବନ୍ଦ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
Read More...