csstore

ଭାରତୀୟ କିଷାନ ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବୀପତ୍ର

କଟକ : ଭାରତୀୟ କିଷାନ ସଂଘ କଟକ ଓଡ଼ିଶା ପକ୍ଷରୁ କଟକ ସଦର ବ୍ଲକ ବାରଙ୍ଗ, ନିଶ୍ଚିନ୍ତକୋଇଲି, ମାହାଙ୍ଗା, ବାଙ୍କୀ ୧, ବାଙ୍କୀ ୨, ଆଠଗଡ଼, କଣ୍ଟାପଡା, ତିଗିରିଆ ଆଦି ବହୁ ବ୍ଲକର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏମ୍‌ଏସ୍‌ପିର ମୂଲ୍ୟ ବୃଦ୍ଧି କରିବା ନେଇ କାର୍ଯ୍ୟକର୍ତା ବର୍ଗ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବୀପତ୍ର ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । କିଷାନ ସଂଘ କଟକ ଜିଲ୍ଲାର ସଭାପତି ରବୀନ୍ଦ୍ର ନାଥ ସାହୁ, ରାଜ୍ୟ ପ୍ରଚାର ପ୍ରସାର ସଂଯୋଜକ ଅଶିମ ଦାସ, କଟକ ଜିଲ୍ଲା ସମ୍ପାଦକ କୃଷକ ନେତା ଦେବୀ ପ୍ରସାଦ ପତି, ବାରଙ୍ଗ ବ୍ଲକ ସଂଯୋଜକ ଅରୁଣ ସାହୁ, କୋଷାଧ୍ୟକ୍ଷ ରଞ୍ଜନ ସେନାପତି ଆଠଗଡ଼, ଲାଷ୍ମୀଧର ରାଉତରାୟ ଉପସଭାପତି କଣ୍ଟାପଡା, ଜୟ ଜଗନ୍ନାଥ ସହ ସମ୍ପାଦକ ନିଶ୍ଚିନ୍ତକୋଇଲି, କଟକ ସଦର ବ୍ଲକ ସଂପାଦକ ନିରଞ୍ଜନ ରାଉଳ, ବିଜୟ ସ୍ୱାଇଁ ଉପସଭାପତି ଅନ୍ୟମାନଙ୍କ ମଧ୍ୟରେ ବିରାଜ ଭୂଷଣ ପତି, ସୁରେଶ ପ୍ରଧାନ, ସନ୍ତୋଷ ଭୋଇ ଉପସଭାପତି, ପ୍ରକାଶ ହାତୀ, ସୌମ୍ୟରଂଜନ ବେଉରା, ସାହିଲ ପ୍ରଧାନ ଏବଂ ବହୁ କାର୍ଯ୍ୟକାର୍ତ୍ତ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.