pakka

ଲୁଟେରାଙ୍କୁ କାବୁ କଲେ ଲୋକେ : ଉତ୍ତମ ମଧ୍ୟମ ଦେଲେ

bbehera

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଖେମ୍ବେଶ୍ୱରୀପାଲି କଲେଜଛକଠାରେ ୧ ଲକ୍ଷ ଟଙ୍କା ଲୁଟ କରୁଥିବା ବେଳେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବାଗଦୁଲି ଗ୍ରାମର ଗଣେଶ ରଣା ଓ ପ୍ରଫୁଲ୍ଲ ବଗର୍ତ୍ତି ଖମ୍ବେଶ୍ୱରୀପଲି ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ବାଇକ୍‌ରେ ତାଙ୍କ ଗ୍ରାମକୁ ଫେରୁଥିଲେ ଠିକ୍‌ ଏହି ସମୟରେ ଖମ୍ବେଶ୍ୱରୀପାଲି ଛକରେ ଦୁଇଜଣ ଲୁଟେରା ବାଇକରେ ଆସି ତାଙ୍କୁ ଧକ୍କା ଦେଇ ଟଙ୍କା ବ୍ୟାଗ୍‌ ଲୁଟି ନେଇ ଫୋରାର୍‌ ମାରୁଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରି ନିସ୍ତୁକ ମାଡ ମାରି ପୋଲିସଠାରେ ଜିମା ଦେଇଥିଲେ । ସ୍ଥାନୀୟ ଲୋକଙ୍କ ମାଡରେ ଲୁଟେରା ୨ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

6 − 4 =