pakka

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୬ : ବଲାଙ୍ଗିର ମ୍ୟୁନିସିପାଲିଟିରୁ ୯୧

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୬ ରହିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟିରୁ ୯୧ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଅଞ୍ଚଳରୁ ୬ଜଣ, ବଲାଙ୍ଗିର ବ୍ଲକ ଅଞ୍ଚଳରୁ ୯ଜଣ, ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରୁ ୩ଜଣ, ବେଲପଡ଼ା ବ୍ଲକ ଅଞ୍ଚଳରୁ ୪ଜଣ, ଦେଓଗାଁ ବ୍ଲକ ଅଞ୍ଚଳରୁ ୬ଜଣ, ଗୁଡ଼ଭେଲା ବ୍ଲକ ଅଞ୍ଚଳରୁ ୯ଜଣ, କଣ୍ଟାବାଞ୍ଜି ଏନ୍‌ଏସିରୁ ୮ଜଣ, ଖପ୍ରାଖୋଲ ବ୍ଲକ ଅଞ୍ଚଳରୁ ୩ଜଣ, ଲୋଇସିଂହା ବ୍ଲକ ଅଞ୍ଚଳରୁ ୧୪ଜଣ, ମୁରିବାହାଲ ବ୍ଲକ ଅଞ୍ଚଳରୁ ୨ଜଣ, ପାଟଣାଗଡ଼ ବ୍ଲକ ଅଞ୍ଚଳରୁ ୨ଜଣ, ପାଟଣାଗଡ଼ ଏନ୍‌ଏସିରୁ ୨ଜଣ, ପୁଇଁନ୍ତଲା ବ୍ଲକ ଅଞ୍ଚଳରୁ ୧୩ଜଣ, ସଇଁନ୍ତଲା ବ୍ଲକ ଅଞ୍ଚଳରୁ ୨ଜଣ, ଟିଟିଲାଗଡ଼ ବ୍ଲକ ଅଞ୍ଚଳରୁ ୬ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୨୪ଜଣ, ତୁଷୁରା ଏନ୍‌ଏସିରୁ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

jay balangir
Leave A Reply

Your email address will not be published.

eighteen + eleven =