pakka

ଓସିଏସ୍‌ ମେନ୍‌ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କଲେ ପରୀକ୍ଷାର୍ଥୀ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ମହାମାରୀ ପୁଣି ହୁହୁ ହୋଇ ବଢିବାରେ ଲାଗିଲାଣି । ତେବେ କରୋନା ସ୍ଥିତି ସ୍ୱାଭାବିିକ ନ ହେବା ଯାଏ ଓଡିଶା ସିଭିଲ ସର୍ଭିସ ମେନ୍‌ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି ପରୀକ୍ଷାର୍ଥୀ । ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହୋଇ ଫେବୃୟାରୀ ୮ ପର୍ୟ୍ୟନ୍ତ ଚାଲିବାକୁ ଥିବା ବେଳେ ଚଳିତ ବର୍ଷ ୪,୭୫୪ଜଣ ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷା ଦେବେ । ରାଜ୍ୟର ୫ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ ।

jay balangir
Leave A Reply

Your email address will not be published.

two × one =