Monthly Archives

January 2022

ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ମନ୍ଦିରରେ ଆସନ୍ତାକାଲି ୧୪୪ ଧାରା ଜାରି

ଆଠଗଡ : ଆସନ୍ତାକାଲି ମକର ସଂକ୍ରାନ୍ତି । ମନ୍ଦିରମାନଙ୍କରେ ଲାଗିବ ଭକ୍ତଙ୍କ ଭିଡ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧବଳେଶ୍ୱର ପୀଠରେ କୋଭିଡ୍‌ କଟକଣା ଜାରି କରାଯାଇଥିବା ଜଣାପଡିଛି । କରୋନା କଟକଣାର ଅନୁପାଳନ ନିମନ୍ତେ ୧୪୪ ଧାରା ଜାରି କରାଯାଇଥିବା ସୂଚନା ରହିଛି । ଆସନ୍ତାକାଲି
Read More...

ବଡମାଲ ଷ୍ଟେସନରେ ଟ୍ରେନରୁ ଖସି ଗୁରୁତର ବିଏସ୍‌ଏଫ୍‌ ଯବାନ : ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡମାଲ ଷ୍ଟେସନରେ ଜଣେ ବିଏସ୍‌ଏଫ୍‌ ଜବାନ ଟ୍ରେନରୁ ଖସିପଡି ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ରେଲୱେ ପୋଲିସ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ
Read More...

ରେଳ ଷ୍ଟେସନରୁ ଉଦ୍ଧାର ଅଚିହ୍ନା ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିବା ଅଚିହ୍ନା ଗୁରୁତର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ରାତିରେ ରେଳ ଷ୍ଟେସନରେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସଂପୃକ୍ତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ହାରାହାରି ୬.୧୪ମି.ମି. ବର୍ଷା ରେକର୍ଡ : ବେଲପଡ଼ା ଅଂଚଳରେ ସର୍ବାଧିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଗତ ୧୧ ତାରିଖ ଠାରୁ ବର୍ଷା ଲାଗି ରହଛି । ଆଜି ହାରାହାରି ୬.୧୪ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ବେଲପଡ଼ା ବ୍ଲକରେ ସର୍ବାଧିକ ୨୬.୦୦ମି.ମି. ବର୍ଷା ହୋଇଛି । ଗତକାଲି ଜିଲ୍ଲାର ପ୍ରାୟ ସ୍ଥାନରେ ଅଧିକ ବର୍ଷା ହୋଇଥିବା ବେଳେ ୟଲୋ
Read More...

ବଲାଙ୍ଗିର ବନ ବିଭାଗ ପକ୍ଷରୁ ସମଲେଶ୍ୱରୀ ଫର୍ଣ୍ଣିଚର ଦୋକାନ ଉପରେ ଚଢ଼ାଉ : ୧୫ଟି ଅର୍ଦ୍ଧନିର୍ମିତ ପଲଙ୍କ ସହ କାଠପଟା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦ୍ରଶେଖର ନଗର ସ୍ଥିତ ସମଲେଶ୍ୱରୀ ଫର୍ଣ୍ଣିଚର ଦୋକାନ ଉପରେ ବଲାଙ୍ଗିର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୫ଟି ଅର୍ଦ୍ଧ ନିର୍ମିତ ପଲଙ୍କ ସହ କାଠପଟା ଜବତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ
Read More...

ଯୋଗୀ ସରକାରଙ୍କୁ ପୁଣି ଝଟ୍‌କା : ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବେ ଅସୁବିଧାର ସମ୍ମୁଖୀନ ହେଉଛି । ଯୋଗୀ କ୍ୟାବିନେଟର ଆୟୁଷ ମନ୍ତ୍ରୀ (ସ୍ୱାଧୀନ ଚାର୍ଜ) ଧରମ ସିଂ ସାଇନି ଗୁରୁବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି । ଆଜି ଉତ୍ତରପ୍ରଦେଶରେ ବିଜେପି ସରକାରର ଆୟୁଷ
Read More...

ଡୁଙ୍ଗୁରିପାଲି ସାହିତ୍ୟ ଓ ସାଂସ୍କୃତିକ ସଂସଦ ପକ୍ଷରୁ ସ୍ମୃତିଚାରଣ ସଭା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ସାହିତ୍ୟ ଓ ସାଂସ୍କୃତିକ ସଂସଦ ପକ୍ଷରୁ ବୁଧବାର ସ୍ଥାନୀୟ ଆର୍‌ଏମ୍‌ସି ଠାରେ ସାହିତ୍ୟିକ ଓ ଶିକ୍ଷାବିତ୍‌ ମଙ୍ଗଳୁ ଚରଣ ବିଶ୍ୱାଳ ଏବଂ ବର୍ଷିୟାନ ଅଭିନେତା ମିହିର ଦାସଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ
Read More...

ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୋଭିଡ ଟୀକାକରଣ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶେଷ ଶିବିର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ ଟୀକା ଦିଆଯାଇଛି । କର୍ଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଓ ରିଷିଡା ହସ୍ପିଟାଲର
Read More...

ଜେକେ ଜୁନିଅର କଲେଜରେ ଯୁବ ଦିବସ ପାଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ଶାଖା ଆନୁକୂଲ୍ୟରେ ଜାନୁଆରୀ ୧୨ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମ
Read More...

କୋଭିଡ କଟକଣା ମଧ୍ୟରେ ପାଳିତ ହେବ ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୃହ ବିଭାଗର ନିର୍ଦ୍ଦେଶ ପ୍ରକାରେ ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତହେବ। କୋଭିଡ କଟକଣା ଯୋଗୁଁ ବୈଠକ ବଦଳରେ ଆଲୋଚନା କରାଯାଇ, ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସଟିକୁ ପାଳନ କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତା
Read More...