Monthly Archives

January 2022

ରାଜ୍ୟର ପଂଚାୟତ ନିର୍ବାଚନ ସ୍ଥଗିତ କରାଯାଉ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ପଂଚାୟତ ନିର୍ବାଚନ ସ୍ଥଗିତ କରାଯାଉ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବୀ କରିଛନ୍ତି । ସେ କହିଛନ୍ତି ଯେ, ଆଶ୍ଚର୍ଯ୍ୟଜନ ଭାବରେ ଓଡିଶା ନିର୍ବାଚନ କମିଶନ ଭୟଙ୍କର କରୋନା କାଳରେ ପଂଚାୟତ ନିର୍ବାଚନ
Read More...

କବିତା ଆସର ଆୟୋଜିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଗତକାଲି ଘଣ୍ଟି ସାହିତ୍ୟ ଘର୍ ଚିପିଲିମା ଅନୁଷ୍ଠାନ ତାର ୨୩ ନମ୍ବର କବିତା ଆସର୍ ଆୟୋଜିତ କରିଥିଲା ଅନଲାଇନ ଗୁଗୁଲ ମିଟ ମାଧ୍ୟମରେ । ଏଥିରେ ୭ ଜଣ କବି, କବୟିତ୍ରୀ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ସେମାନେ ହେଲେ ଶୁଭଙ୍କରୀ ଦାଶ, କାହ୍ନୁଚରଣ ସାହୁ,
Read More...

ମିଳିଲା ଅଚିହ୍ନା ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ୍‌ ନିକଟରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବତୀଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ୍‌ ନିକଟରୁ ଜଣେ
Read More...

ଫାଇନାଲରେ ପାୱାରହିଟର ସିକ୍ସକୁ ହରାଇ ହୁମା ଦଳ ବିଜୟୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମରେ ଅଗ୍ରଣୀ ସଂଗଠନ ୟୁଥମାସ ସେବାସଂଘ ଆନୁକୂଲ୍ୟରେ ଗତ ଜାନୁଆରୀ ୫ ତାରିଖରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପାୱାରହିଟର
Read More...

ବଲାଙ୍ଗିର ଭୀମ ଭୋଇ ମେଡ଼କାଲରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଜୋର୍‌ ଜବର୍‌ଦସ୍ତ ଟଙ୍କା ଲୁଟ୍‌ ହୋଇଥିବା ନେଇ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ତଦନୁରୂପ କାର୍ଯ୍ୟାନୁଷ୍ଠାନ ବଢ଼ି ଚାଲିଛି । ତଥାପି ଥମିବାର ନା ନେଉନାହିଁ ଅପରାଧ । ତେବେ ଗତକାଲି ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ
Read More...

ବଲାଙ୍ଗିରରେ ଅସମ୍ଭାଳ ଶୀତ : ହାଡ଼ଭଂଗା ଶୀତ ସହ ତାଳ ଦେଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୦ ତାରିଖ ଠାରୁ ବଲାଙ୍ଗିରରେ ପାଣିପାଗ ବିଗିଡ଼ି ଯାଇଥିବା ବେଳେ ସମୟ ସମୟରେ ବର୍ଷା ପଡ଼ୁଥିବା ଯୋଗୁଁ ଅସମ୍ଭାଳ ଭାବେ ଶୀତ ବଢ଼ିଛି । ଦିନ ବେଳା ମଧ୍ୟ ଶୀତ ବସ୍ତ୍ର ପରିଧାନ ନକଲେ, ହାତଭଂଗା ଶୀତରେ ଥରିଯାଉଛି ଛାତି । ଏଭଳି ସ୍ଥିତିରେ କରୋନା ସଂକ୍ରମଣ
Read More...

ଇମ୍ରାନ ଖାନ କହିଲେ – ଭାରତକୁ ଦେଖ, ଅବସ୍ଥା କ’ଣ ହୋଇଛି

ଇସ୍‌ଲାମାବାଦ : କୋଭିଡ ସଙ୍କଟରୁ ଓହରିଥିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସରକାରକୁ ପ୍ରଶଂସା କରିଛନ୍ତି ଏବଂ ଭାରତରେ ମହାମାରୀର ଭୟଙ୍କର ଉଦାହରଣ ଦେଇଛନ୍ତି । ରାୱଲପିଣ୍ଡି ଚାମ୍ବରସ୍‌ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ୧୪ ତମ ଆନ୍ତର୍ଜାତୀୟ ଚାମ୍ବର
Read More...

ପୁନରୁଦ୍ଧାର ହେବ ଲିଟେରାରୀ ଓ ସୋସିାଲ କ୍ଲବ୍‌ର ଲାଇବ୍ରେରୀ : ଇନଟାକ୍‌ ବଲାଙ୍ଗିର ଚାପ୍ଟରର କୃତଜ୍ଞତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସର୍ବପୁରାତନ ଲିଟେରାରୀ ଓ ସୋସିଆଲ କ୍ଲବର ପୁନଃ ସ୍ଥାପନ ଏବଂ ସଂରକ୍ଷଣ ପାଇଁ ସେଠିକାର ଜର୍ଜ ଲାଇବ୍ରେରୀର ପୁନରୁଦ୍ଧାର ଏବଂ ସଂରକ୍ଷଣ ହେବ । ଏଥିପାଇଁ ଗତକାଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨କୋଟି ୨୬ଲକ୍ଷ ସଂଶୋଧିତ ଅନୁଦାନକୁ ମଞ୍ଜୁରୀ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୭୧ କୁ ବୃଦ୍ଧି ପାଇଛି । ମୃତକ ମାନେ ଅନୁଗୁଳ, କେନ୍ଦ୍ରାପଡା ଓ ନୟାଗଡରୁ ଜଣେ ଲେଖାଏଁ ବୋଲି ଜଣାପଡିଛି । ଏନେଇ
Read More...

ଦେଶରେ କରୋନା ସଂକ୍ରମଣ ସ୍ଥିତି ଉପର ମୁହାଁ : ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ଉପର ମୁହାଁ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।
Read More...