Monthly Archives

January 2022

ଆସନ୍ତା କାଲି ବଲାଙ୍ଗିର ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ର ଗୁଡ଼ିକର ତାଲିକା ଜାରି କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବଲାଙ୍ଗିର ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ର ଗୁଡ଼ିକର ତାଲିକା ଜାରି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ପ୍ରତ୍ୟେକ ବ୍ଲକ ତଥା ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଂଚଳରେ ମୋବାଇଲ୍‌ ଟେଷ୍ଟିଂ ଭେନ୍‌ ପହଂଚି କରୋନା ଟେଷ୍ଟ କରାଯିବ ବୋଲି ଜିଲ୍ଲା
Read More...

ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହରିଶଙ୍କରରେ ଦେବ ଦର୍ଶନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୧୪ରୁ ୧୭ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ହରିଶଙ୍କରରେ ଦେବ ଦର୍ଶନ । ଏ ନେଇ ପାଟଣାଗଡ ଉପଜିଲ୍ଲାପାଳ ତଥା ପାଟଣାଗଡ଼ ଦେବୋତ୍ତର ବିଭାଗର କାର୍ୟ୍ୟନିର୍ବାହୀ ଅଧିକାରୀ ଏକ ଆଦେଶନାମା ଜାରି କରିଛନ୍ତି । ଜିଲ୍ଲାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ
Read More...

ଅବକାରୀ ବିଭାଗ ଦ୍ୱାରା ୧୦୦ ବୋତଲ କଫ୍‌ ସିରଫ ଜବତ ସହ ଜଣେ ଗିରଫ

ନୂଆପଡା : ନଆପଡା ଜିଲ୍ଳା ଖଡିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକଠାରେ ଜଣେ ଯୁବକଙ୍କ ଠାରୁ କଫ୍‌ ସିରଫ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଯୁବକଙ୍କ ଠାରୁ ୧୦୦ ବୋତଲ କପ୍‌ ସିରଫ ଜବତ କରିବା ସହ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ରୁନା ପଣ୍ଡା(୨୫) ବୋଲି
Read More...

ଆମେ ୧୩୦ କୋଟି ଭାରତୀୟ ନିଶ୍ଚିତ ଭାବରେ ଆମର ପ୍ରୟାସରେ କରୋନାଠାରୁ ବିଜୟୀ ହୋଇପାରିବା : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆୟୋଜିତ ଏକ ବୈଠକରେ କହିଛନ୍ତି ଯେ, ଶହେ ବର୍ଷର ସବୁଠାରୁ ବଡ ମହାମାରୀ ବିରୋଧରେ ଭାରତର ସଂଗ୍ରାମ ବର୍ତ୍ତମାନ ତୃତୀୟ ବର୍ଷରେ ପ୍ରବେଶ କରିଛି । କଠିନ
Read More...

ମଲ୍ଲିକାର୍ଜୁନ ଖଡ଼ଗେ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ : ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କରୋନା ସଂକ୍ରମିତ ହେବା ପରେ ଶ୍ରୀ ଖଡ଼ଗେ ବର୍ତ୍ତମାନ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି । ଖଡଗେଙ୍କ ଅଫିସର କର୍ମଚାରୀ କରୋନା ପଜିଟିଭ୍ ହେବା ପରେ ଗତକାଲି ତାଙ୍କର
Read More...

ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଗତ ୯ ତାରିଖ ଦିନ ମାଓବାଦୀମାନେ ମେଳି କରୁଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ସିଆର୍‌ପିଏଫ୍‌, ଡିଭିଏଫ୍‌ ଓ ଏସ୍‌ଓଜିଙ୍କ ମିଳିତ ଉଦ୍ୟମରେ
Read More...

ଅଦିନିଆ ବର୍ଷାରେ ଉପରଝର ଗାଁରେ ବ୍ୟାପକ ପନିପରିବା ଚାଷ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦିନିଆ ବର୍ଷାରେ ଉପରଝର ଗାଁରେ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଜୋର ବର୍ଷା ହେବା ସହ କୁଆପଥର ମାଡ ଯୋଗୁଁ ଗାଁର ବିଭିନ୍ନ କ୍ଷେତରେ କରାଯାଇଥିବା ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଚାଷୀମାନେ ଅଭିଯୋଗ
Read More...

ରେଳ ଧାରଣାରୁ ମିଳିଲା ଲର୍କିପାଲି ବସନ୍ତଙ୍କ ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲିର ବସନ୍ତଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର ହେବା ପରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ ଉତାରୁ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ତେବେ ବିବାହର ଗୋଟିଏ ବର୍ଷ ପରେ ବସନ୍ତ ସାହୁ ତାଙ୍କ ଶ୍ୱଶୁର ଘରେ
Read More...

ଟ୍ରେନ୍‌ ଲାଇନ୍‌ ଚ୍ୟୁତ : ୩ ମୃତ

କୋଲକାତା : ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟରେ ବିକାନେର ଏକ୍ସପ୍ରେସ(୧୫୬୩୩) ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ପ୍ରାୟ ୫ଟା୧୫ ମିନିଟରେ ଏହି ଦୁର୍ଘଟଣା
Read More...

ସ୍ନାତକ ଯୋଗ୍ୟତାରେ ଅମଲାଙ୍କୁ ଦରମା ଦେବାକୁ ଦାବୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶା ଅମଲା ସଂଘ କନ୍ଧମାଳ ଶାଖାର ଏକ ବୈଠକ ଜିଲ୍ଲା ଶାଖା ସଭାପତି ଦେବେନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କାର୍ୟ୍ୟାଳୟର ପ୍ରତିନିଧିମାନେ ଯୋଗ ଦେଇ ଦୀର୍ଘ ଦିନ ହେଲା
Read More...