pakka

ରେଳ ଧାରଣାରୁ ମିଳିଲା ଲର୍କିପାଲି ବସନ୍ତଙ୍କ ମୃତଦେହ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲିର ବସନ୍ତଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର ହେବା ପରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ ଉତାରୁ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ତେବେ ବିବାହର ଗୋଟିଏ ବର୍ଷ ପରେ ବସନ୍ତ ସାହୁ ତାଙ୍କ ଶ୍ୱଶୁର ଘରେ ରହି ଆସୁଥିବା ବେଳେ ତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଓ ସ୍ତ୍ରୀ ମିଶି ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ବସନ୍ତ ଜୀବନ ପ୍ରତି ବିତସ୍ପୃହ ହୋଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

two × 3 =