pakka

ଅଦିନିଆ ବର୍ଷାରେ ଉପରଝର ଗାଁରେ ବ୍ୟାପକ ପନିପରିବା ଚାଷ ନଷ୍ଟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦିନିଆ ବର୍ଷାରେ ଉପରଝର ଗାଁରେ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଜୋର ବର୍ଷା ହେବା ସହ କୁଆପଥର ମାଡ ଯୋଗୁଁ ଗାଁର ବିଭିନ୍ନ କ୍ଷେତରେ କରାଯାଇଥିବା ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏପରିକି ଚାଷର କ୍ଷୟକ୍ଷତି ସମ୍ପର୍କରେ କୃଷି ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଶୁଣୁ ନଥିବା କହିଛନ୍ତି ଚାଷୀମାନେ ।

Leave A Reply

Your email address will not be published.

eighteen − seven =