Monthly Archives

January 2022

ଅସଂଯୋଗୀକୁ ସଂଯୋଗୀ କରଣ : ଓଡ଼ିଶାରେ ୩୯୩୩ ଗ୍ରାମରେ ମୋବାଇଲ ଟାୱାର ଓ ୨୭୨ଟି ପୋଷ୍ଟ ଅଫିସ ସ୍ଥାପନ

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ଅସଂଯୋଗୀ ଗ୍ରାମ ଗୁଡ଼ିକରେ ମୋବାଇଲ ଓ ଇଣ୍ଟରନେଟର ସେବାକୁ ମଜବୁତ କରିବା ସକାଶେ ଭାରତ ସରକାରଙ୍କ ଯୋଗାଯୋଗ, ରେଳବାଇ, ଇଲେକଟ୍ରନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ୩୯୩୩ ଗ୍ରାମରେ ୪ଜି ସଂଯୋଗୀ କରଣ ପାଇଁ…
Read More...

ଓବିସି ସଂରକ୍ଷଣରେ ଦାବୀରେ ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଓବିସି ମାନଙ୍କୁ ଅଣଦେଖା କରିବା ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ତେବେ ଆଜି ଓବିସି ସଂରକ୍ଷଣରେ ଦାବୀରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ…
Read More...

ଗିରଫ୍‌ ୪ ଲୁଟେରାଙ୍କୁ କୋର୍ଟ ଚାଲାଣ କଲା ସଦର ଥାନା ପୋଲିସ : ସୂଚନା ଦେଲେ ଆଇଆଇସି ଶ୍ରୀକାନ୍ତ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗିରଫ୍‌ ୪ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ । ସୂଚନାଯୋଗ୍ୟ ଯେ, ଗତ୫ ତାରିଖ ରାତି ପ୍ରାୟ ୨ଟା୪୦ମି.ରେ ସିନ୍‌ଖମନ୍‌ ପାଖ ବ୍ରିଜ ପାଖରେ ଦେଓଗାଁ ପଟକୁ ଯାଉଥିବା ଏକ ଓଏଲ୍‌ ଟେଙ୍କର୍‌…
Read More...

ଆନ୍ତରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ ସବୁଜ-ଇନ୍ଧନ କରିଡ଼ର : ଦ୍ୱିତୀୟ ପର୍ୟ୍ୟାୟକୁ କ୍ୟାବିନେଟ ମଞ୍ଜୁରି

ମୋଟ ଆନୁମାନିକ ୧୨,୦୩୧ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯିବ ଏହି କରିଡ଼ର୨୦୩୦ ସୁଦ୍ଧା ୪୫୦ ଗିରାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ଦିଗରେ ଏହି ଯୋଜନା ସହାୟକ ହେବ ନୂଆଦିଲ୍ଲୀ (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର…
Read More...

ଲଘୁ ଖଣିଜ ଦ୍ରବ୍ୟ ଚାଲାଣରେ ଜାଲିଆତି : ଜାଲ ରସିଦ ଦ୍ଵାରା ବର୍ଷ ବର୍ଷ ଧରି ଲୁଟୁଛନ୍ତି କୋଟି କୋଟି ଟଙ୍କା, ରାଜସ୍ୱ…

ଦେଓଗାଁ, (ମନୀଷ କୁମାର ସାହୁ) : ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ରାଜ୍ୟ ସରକାର ଯେତେ ନିୟମ ତିଆରି କରୁଛନ୍ତି, ଅସାଧୁ ବ୍ୟବସାୟୀମାନେ ସେତେ ବାଟ ଭାଙ୍ଗି ଲୁଟି ଚାଲିଛନ୍ତି । ଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଦେଖିବାକୁ ମିଳୁଛି । ଏହି…
Read More...

ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ମାକ୍ସ ଚେକିଙ୍ଗ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ପୋଲିସ ପକ୍ଷରୁ ଟାଉନ୍‌ଥାନା ସମ୍ମୁଖରେ ଚାଲିଛି କଡାକଡି ମାକ୍ସ ଚେକିଙ୍ଗ୍‌ । ବଲାଙ୍ଗିର ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି । ସବୁ ବେଳେ ମାକ୍ସ ପିନ୍ଧିବାକୁ…
Read More...

ପ୍ରଶାସନକୁ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ପିଏଫଏମଏସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି: ମହାଲେଖା ନିୟନ୍ତ୍ରକ…

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପିଏଫଏମଏସ କର୍ମଶାଳା ଆୟୋଜିତଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ପିଏଫଏମ୍‌ଏସ୍‌ ବିଭାଗ ପକ୍ଷରୁ ସାର୍ବଜନୀନ ଅର୍ଥ ପରିଚାଳନା…
Read More...

ବୃନ୍ଦାବତୀ ବେହେରାଙ୍କ ଦୁଃଖ ପ୍ରଶାସନ ଦେଖିବ କେବେ : ଆବାସ ଯୋଜନାରୁ ବଞ୍ଚିତ ବୃନ୍ଦାବତୀ ବେହେରା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି । ପ୍ରଶାସନର ଅବହେଳା କି ଜନପ୍ରତିନିଧିମାନଙ୍କ ଆନ୍ତରିକତା ନଥିବା ଯୋଗୁଁ ଜଣେ ୬୪ ବର୍ଷିୟ ହିତାଧିକାରୀ ଆବାସ ଯୋଜନାରୁ ବିଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।…
Read More...

ଜାତୀୟ ରାଜପଥ କଡ଼ରେ ବେଆଇନ ମଦ ବିକ୍ରିକୁ ନେଇ ଦେଓଗାଁ ଥାନାରେ ଅଭିଯୋଗ କଲେ ମହିଳା ଏସ୍‌ଏଚ୍‌ଜି ଦଳ

ଦେଓଗାଁ, (ମନୀଷ କୁମାର ସାହୁ) : ବେଆଇନ ଭାବେ ଜାତୀୟ ରାଜପଥ ୨୬ କଡ଼ରେ ଅର୍ଥାତ ବହଲି ଛକରେ ଭାଟି ମଦ, ବିଦେଶୀ ମଦ ସହ ଖୋଲା ମଦ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଆଖପାଖ ଗାଁର ଲୋକମାନେ ତଥା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକମାନେ ଏଠାରେ ମଦ ପିଇ…
Read More...

୭୯ତମ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ବାୟା ବଜାରସ୍ଥିତ ସର୍ବପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଗୁରୁବାର ବ୍ୟାଙ୍କ ପରିସରରେ ୭୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶାଖା ପରିଚାଳକ ଯୋଗେଶ୍ୱର ପ୍ରଧାନ, ସହକାରୀ…
Read More...