Yearly Archives

2021

ବାଉଁଶୁଣିରେ ଡାକ୍ତର ମରୁଡି : ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ୍‌ ମହାମାରୀ ଭଳି ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ…
Read More...

ସଂସ୍କୃତ ବିଶାରଦ, କବି ଦିଲୀପ ମିଶ୍ରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶୋକ ପ୍ରାର୍ଥନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତ ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ବାରା ପଂଚରଥ ମନ୍ଦିର ପ୍ରାଂଗଣରେ କବି ଦିଲୀପ ମିଶ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ…
Read More...

ସାଂବାଦିକ ତଥା କୃଷକ ନେତା ସତ୍ୟ ବନ୍‌ଛୋରଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଂବାଦିକ ତଥା କୃଷକ ନେତା ସତ୍ୟ ବନ୍‌ଛୋରଙ୍କ ମା' ତୁଳସା ବନ୍‌ଛୋର(୭୦)ଙ୍କ ଲୋଇସିଂହା ବ୍ଲକ ବନଛୋର୍‌ପାଲି ଗାଁରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ବୃଦ୍ଧାବସ୍ଥା ରୋଗରେ ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସମୂହ ସତ୍ୟ, ଶ୍ରୀପତି,…
Read More...

ସ୍ଥାନୀୟ ଲୋକଙ୍କ ଦ୍ୱାରା ଶବଦାହ ବେଳେ ବାରଣର ସମ୍ମୁଖୀନ ହୋଇଥିବା ନବକିଶୋର ବେରିହାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲୋକଙ୍କ ଦ୍ୱାରା ଶବଦାହ ବେଳେ ବାରଣର ସମ୍ମୁଖୀନ ହୋଇଥିବା ନବକିଶୋର ବେରିହାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ ଶାନ୍ତିପଡ଼ା ନିବାସୀ ନବକିଶୋର ବେରିହାଙ୍କ ହୃଦ୍‌ଘାତ ଯୋଗୁଁ ତାଙ୍କ…
Read More...

କରୋନାର କରୁଣ ଚିତ୍ର : ୨୪ ଘଣ୍ଟାରେ ଆଉ ୧୫ ଜଣଙ୍କ ଜୀବନ ନେଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ଆଉ ୧୫ ଜଣଙ୍କ ଜୀବନ ନେଇଛି କରେନା । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।…
Read More...

ସିଲ୍‌ ହେଲା ପାଥୋ ଲାବ୍‌ : ହଜାରେ ଟଙ୍କାରେ କୋଭିଡ଼ ଟେଷ୍ଟ କରାଯାଉଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ କୋଭିଡ଼ ଟେଷ୍ଟିଂ ଅଭିଯୋଗରେ ସ୍ଥାନୀୟ କଦମପଡାଠାରେ ଥିବା ପ୍ୟାଥୋ କାଇଣ୍ଡ ଲ୍ୟାବ୍‌କୁ ପ୍ରଶାସନ ସିଲ୍‌ କରିଥିବା ଜଣାପଡ଼ିଛି । ତହସିଲଦାର ମଘବାନ ବାଗ ଏବଂ ଟାଉନ ଥାନା ଅଧିକାରୀ ଲ୍ୟାବକୁ ସିଲ୍‌ କରିବା ସହ ଶ୍ରୀକାନ୍ତ ବେହେରା ନାମକ ଦୋକାନ ମାଲିକଙ୍କୁ…
Read More...

ଆମେରିକା, ବ୍ରିଟେନ, ୟୁଏଇ, କୁଏତରୁ ଭାରତରେ ପହଂଚିଲା ଅକ୍‌ସିଜେନ୍‌

ନୂଆଦିଲ୍ଲୀ : କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ଭାରତ ପାଇଁ ବିଦେଶୀ ଦେଶମାନଙ୍କ ଠାରୁ ଅକ୍‌ସିଜେନ୍‌ ପହଞ୍ଚିବା ଜାରି ରହିଛି । ମଙ୍ଗଳବାର ଦିନ ଆମେରିକାର ପଞ୍ଚମ ବ୍ୟାଚ୍ ସହାୟତା ଭାରତରେ ପହଞ୍ଚିଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି…
Read More...

ପଶ୍ଚିମବଙ୍ଗ ହିଂସାକୁ ନେଇ ବିଜେପିର ଦେଶବ୍ୟାପୀ ଧାରଣା ଆସନ୍ତା ୫ରେ, ଟିଏମସି ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ନିର୍ବାଚନରେ ​​ଟିଏମସିର ବମ୍ପର ବିଜୟ ସହିତ ରାଜ୍ୟର ଅନେକ ସ୍ଥାନରେ ରାଜନୈତିକ ହିଂସା ଖବର ଆସିଛି । ସେପଟେ ଟିଏମସି କର୍ମୀ ଏବଂ ସମର୍ଥକଙ୍କ ବିରୋଧରେ ବିଜେପି ଗୁରୁତର ଅଭିଯୋଗ ଆଣିଛି । ଓଡିଶାପରା, କୋଚ ବେହେରା, ସାମସପୁର, ପୁର୍ବ ବର୍ଦ୍ଧମାନ ସମେତ ଅନେକ…
Read More...

ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କଲେ ସମାଜସେବୀ ପ୍ରତାପ ସାହୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାମାରୀ କରୋନାର ଦ୍ୱିତୀୟ ଲହରରେ ଲୋକମାନେ ଏକପ୍ରକାର ତ୍ରାହି ତ୍ରାହି ଡାକୁଥିବା ବେଳେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଳି ଯାଇଛି । ପେଟକୁ ମୁଠାଏ ଦାନା ପାଇଁ ଡହଳ ବିକଳ ହେଉଛନ୍ତି ଗରିବ ନିରାଶ୍ରୟ ଲୋକମାନେ । ଏଥିରେ ପକ୍ଷୀମାନେ ବି ବାଦ୍‌…
Read More...

ଦିନକରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୨୧୬, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୫୪୮, ଶୀର୍ଷରେ ଖୋର୍ଦ୍ଧା,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୩୫୪୮ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୮୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫୩୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...