Yearly Archives

2021

କୋଭିଡ ଡ୍ୟୁଟି ନ କରିବାକୁ ଆଶାକର୍ମୀ ସଂଘର ନିଷ୍ପତ୍ତି : ବିଡ଼ିଓ ଓ ମେଡିକାଲ ଅଫିସରଙ୍କୁ ଦେଲେ ଦାବୀପତ୍ର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଶାକର୍ମୀ ମାନେ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ପରି ସମୟରେ ବିଭାଗୀୟ ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ଡ୍ୟୁଟି କରିଆସୁଛନ୍ତି । ପୁଣି ବିଗତ ଦୀର୍ଘ ବର୍ଷ ହେଲା କମ ପ୍ରୋତ୍ସାହନ ରାଶି ପାଇ ବି ମାସ ସାରା ବିଭିନ୍ନ ଦାୟିତ୍ୱ ସମ୍ପାଦନ କରୁଛନ୍ତି, ହେଲେ…
Read More...

କୋଭିଡ ସ୍ଥିତି ସୁଧାରିବା ପାଇଁ ନଗର କଂଗ୍ରେସ ପକ୍ଷରୁ ୬ ଦଫା ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କୋଭିଡ ପରିଚାଳନାରେ ହେଉଥିବା ଅନିୟମିତତା ଦେଖା ଦେଇଛି । ତେବେ ଏଥିରେ ଯଥା ଶୀଘ୍ର ସୁଧାର ଆଣିବା ଓ କୋଭିଡ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ନଗର କଂଗ୍ରେସ ଦାବୀ କରିଛି । ଆଜି ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଦଳ…
Read More...

ତ୍ରିପୁରାରୀ ପାଣିଗ୍ରାହୀ ଜେଡ୍‌ଆରୟୁସିସି ମେମ୍ବର ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବଣୀକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ଜେଡ୍‌ଆର୍‌ୟୁସିିସି ମେମ୍ବର ଭାବେ ମନୋନୀତ ହୋଇଛନ୍ତି । ଯାହାର କାର୍ଯ୍ୟକାଳ ୩ବର୍ଷ ରହିଛି । ଶ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ ଲଗାତାର ଦୁଇ ଥର ଡିଆର୍‌ୟୁସିସି ମେମ୍ବର ଭାବେ ସମ୍ବଲପୁର ଡିଆର୍‌ଏମ୍…
Read More...

ବାର୍ଦ୍ଧକ୍ୟ ଭତ୍ତା ନପାଇ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଅଛି । କରୋନା ମହାମାରୀ ଦ୍ୱିତୀୟ ଲହରୀ ଭୟଙ୍କର ଦେଖି କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପ୍ରତିହତ ପାଇଁ ତାଲାବନ୍ଦ ପ୍ରକ୍ରିୟା ଜାରି ରଖିଛନ୍ତି । କିନ୍ତୁ ସାଧାରଣ ଜନତା ଜୀବନ ବଞ୍ଚେଇବା ପାଇଁ ଜୀବିକା…
Read More...

ଉତ୍କଳ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଖାଦ୍ୟ ବଂଟନ

କେନ୍ଦ୍ରାପଡା, (କେପିଏନ୍‌ଏସ୍‌) : ଉତ୍କଳ ସାମ୍ବାଦିକ ସଂଘ, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଭିକ୍ଷୁକ, ଦିବ୍ୟାଙ୍ଗ ଏବଂ ମାନସିକ ଭାରସାମ୍ୟ ହରାଇଥିବା ଅସହାୟ ଲୋକଙ୍କୁ ଲକ୍ ଡାଉନ୍‌ ଆରମ୍ଭ ଠାରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଆଜି ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା…
Read More...

ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହ କେଶରୀୟା ହିନ୍ଦୁ ବାହିନୀର ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ପ୍ରଦେଶ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଳ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହ ଦନ୍ତା ହାତୀକୁ ଅତି ଶୀଘ୍ର ଆୟତ୍ତ କରିବା ନେଇ ଆଲୋଚନା କରିଥିଲେ । ଗତ ତା ୭-୫-୨୦୨୧ ଦିନ ବଲାଙ୍ଗିର ଜିଲ୍ଲା କେଶରୀୟା…
Read More...

ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧା ମାନ୍ୟତା ମିଳୁ : ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ପାଇଁ ଓଡିଶା ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶଙ୍କ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବୀ ଉପସ୍ଥାପନ କରିଛନ୍ତି ।…
Read More...

ଏକ ଭାରତ ଶ୍ରେଷ୍ଠ ଭାରତ ପକ୍ଷରୁ ସପ୍ତାହବ୍ୟାପୀ ଜାତୀୟ ସ୍ତରୀୟ ସମର ଶିକ୍ଷାର୍ଥୀ ବାହିନୀର ଭର୍ଚୁୱାଲ ଶିବିର

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଅଭିନବ ପରିକଳ୍ପନା ଅନ୍ତର୍ଭୁକ୍ତ ଏକ ଭାରତ ଶ୍ରେଷ୍ଠ ଭାରତ ସପ୍ତାହ ବ୍ୟାପୀ ଏକ ଭର୍ଚୁୱାଲ ମିଟ-ଶିବିର ଷଷ୍ଠ ଓଡ଼ିଶା ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି) ବାଟାଲିୟନ ପକ୍ଷରୁ ପୁରୀ ସହରର ଏନସିସି…
Read More...

ଏଛିନ୍‌ ବି କରୋନା ବାହାଁ ପେସ୍‌ରେଇ ମଝା ଖୁଲି ଠାଡ଼୍‌ ହେଇଛେ : ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ କେ ମାନୁନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଛିନ୍‌ ବି କରୋନା ବାହାଁ ପେସ୍‌ରେଇ ମଝା ଖୁଲି ଠାଡ଼୍‌ ହେଇଛେ । ଆର୍‌ ଆର୍‌ ଲହଁକୁଛେ ଇଥିତାହିଁ । ବଡ଼ା ଲିହିବିହି କରିଦେଲାନ’ ମୁନୁଷ୍‌ ସମାଜ୍‌ କେ । କେତେଟେ ଦମ୍‌ଦାର୍‌ ଲୋକ୍‌କୁ ବି ସାଆଁଟି ନେଲାନ’ ନିଠୁର୍‌ କରୋନା । ଏନ୍‌ତା ସମିଆଁ ଥି ହେଲୁଆ ନେଇଁ…
Read More...